କରୋନା ପାଇଁ ଜାରି ଜରୁରୀ କାଳୀନ ପରିସ୍ଥିତି ସଂପୂର୍ଣ୍ଣ ପ୍ରତ୍ୟାହାର କଲା ଏହି ଦେଶ

ଟୋକିଓ: ମହାମାରୀ କରୋନା ଭାଇରସ ପାଇଁ ରାଜଧାନୀ ଟୋକିଓ ସମେତ ଏକାଧିକ ସହରରେ ଲାଗୁ ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରିନେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ବ୍ୟବସାୟିକ କାର୍ଯ୍ୟକଳାପକୁ ପୁଃନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ଆବେ ଟୋକିଓ, କନଗାୱା, ଚିବା ଓ ସୈତାମରୁ କଟକଣା ଉଚ୍ଛେଦ କରିଥିବା ଘୋଷଣା କରିଛନ୍ତି। ଏହାପୂର୍ବରୁ ଚଳିତ ମାସରେ ମଧ୍ୟ ଆଉ କିଛି ସ୍ଥାନରୁ ପ୍ରଧାନମନ୍ତ୍ରୀ ଆବେ […]

d

d

Hemant Lenka
  • Published: Monday, 25 May 2020
  • Updated: 25 May 2020, 04:56 PM IST

ଟୋକିଓ: ମହାମାରୀ କରୋନା ଭାଇରସ ପାଇଁ ରାଜଧାନୀ ଟୋକିଓ ସମେତ ଏକାଧିକ ସହରରେ ଲାଗୁ ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରିନେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ବ୍ୟବସାୟିକ କାର୍ଯ୍ୟକଳାପକୁ ପୁଃନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି।

ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ଆବେ ଟୋକିଓ, କନଗାୱା, ଚିବା ଓ ସୈତାମରୁ କଟକଣା ଉଚ୍ଛେଦ କରିଥିବା ଘୋଷଣା କରିଛନ୍ତି। ଏହାପୂର୍ବରୁ ଚଳିତ ମାସରେ ମଧ୍ୟ ଆଉ କିଛି ସ୍ଥାନରୁ ପ୍ରଧାନମନ୍ତ୍ରୀ ଆବେ ଲାଗୁ ହୋଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରିଥିଲେ। ଏବେ ଜାପାନରେ କୌଣସି କଟକଣା ନାହିଁ।

ଜାପାନ ସରକାର ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜରୁରୀ ପରିସ୍ଥିତି ଲାଗୁ କରିଥିଲେ ହେଁ ଭାରତ ଭଳି କୌଣସି ଲକଡାଉନ ଜାରି କରି ନଥିଲେ। ସେହିପରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେମାନଙ୍କ ଉପରେ କୌଣସି ଜବରଦସ୍ତ କଟକଣା ଲାଗୁ କରାଯାଇନ ଥିଲା।

ଜାପାନରେ କରୋନା ଯୋଗୁ ଏଯାଏ ୧୬ ହଜାର ୬୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୫୦ ଜଣଙ୍କ ମୃତ୍ୟୁ ଘଟିଛି। ଜରୁରୀ କାଳୀନ ପରିସ୍ଥିତି ପ୍ରତ୍ୟାହାର ହୋଇଥିଲେ ହେଁ କରୋନା ସଂକ୍ରମଣର ଭୟ ଶେଷ ହୋଇନାହିଁ। ଲୋକଙ୍କ ଜୀବନ ସହ ଅର୍ଥନୀତିକୁ ସମାନ୍ତରଳ ଭାବେ ଆଗକୁ ନେବାକୁ ହେବ। ସେଥିପାଇଁ ଏଭଳି ଜରୁରୀ କାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରାଯାଇଥିବା ଆବେ କହିଛନ୍ତି। ଜରୁରୀ ପରିସ୍ଥିତି ଉଚ୍ଛେଦ ହୋଇଥିଲେ ହେଁ ସାମାଜିକ ଦୂରତା ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ସେହିପା ମାସ୍କ ପିନ୍ଧିବା ଜାପାନରେ ବାଧ୍ୟତାମୂଳକ।

ଏପ୍ରିଲ ୭ରେ ଆବେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ। ମାସ ଶେଷ ସୁଦ୍ଧା ସମଗ୍ର ଦେଶରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଶେଷରେ ମେ‘ ଶେଷ ଯାଏ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା। ଜରୁରୀ କାଳୀନ ପରିସ୍ଥିତିରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା।

ତେବେ ମେ’ ୧୪ ଭିତରେ ଏକାଧିକ ସ୍ଥାନରୁ କଟକଣା ପ୍ରତ୍ୟାହାର କରି ନିଆଯାଇଥିଲା। ଏବେ ସଂପୂର୍ଣ୍ଣ ଦେଶରୁ କଟକଣା ଉଠାଇ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story