ପାମ୍ପୋରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

ଜମ୍ମୁ: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀରର ପାମ୍ପୋର ନିକଟ ଜାତୀୟ ରାଜପଥରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି।ଆଜି ଅପରାହ୍ନରେ ଏହି ଆକ୍ରମଣ ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କର୍ମୀଙ୍କ ଏକ ଦଳ ଜାତୀୟ ରାଜପଥରେ ଯାଉଥିବା ବେଳେ ବାଇକ୍‌ରେ ଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅତର୍କିତ ଭାବେ ଅନ୍ଧାଧୁନ ଗୁଳି ଚଳାଇଥିଲେ। ଯେଉଁଥିରେ ୩ ଜଣ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିଲା। ରାଜପଥରେ ଲୋକ ଭିଡ […]

jammukashmir

jammukashmir

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 10:18 PM IST

Sports

Latest News

ଜମ୍ମୁ: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀରର ପାମ୍ପୋର ନିକଟ ଜାତୀୟ ରାଜପଥରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି।ଆଜି ଅପରାହ୍ନରେ ଏହି ଆକ୍ରମଣ ଘଟିଛି।

ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କର୍ମୀଙ୍କ ଏକ ଦଳ ଜାତୀୟ ରାଜପଥରେ ଯାଉଥିବା ବେଳେ ବାଇକ୍‌ରେ ଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅତର୍କିତ ଭାବେ ଅନ୍ଧାଧୁନ ଗୁଳି ଚଳାଇଥିଲେ। ଯେଉଁଥିରେ ୩ ଜଣ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିଲା। ରାଜପଥରେ ଲୋକ ଭିଡ ଯୋଗୁଁ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କୁ ଠିକଣା ଭାବେ ପ୍ରତିବାଦ ଦେବାରେ ବିଫଳ ହୋଇଥିଲେ। ଫଳରେ ଆତଙ୍କବାଦୀମାନେ ପାମ୍ପୋର ସହର ଭିତରକୁ ପଶି ଯାଇଥିଲେ।

ଏହି ଘଟଣା ପରେ ପାମ୍ପୋରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ତଲାସୀ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story