ଡିଜିପିଙ୍କ କ୍ଲାସ୍‌ ନେଲେ ଦ୍ରୌପଦୀ

ରାଞ୍ଚି: ଝାରଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ୍‌ଶୃଙ୍ଖଳାକୁ ନେଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟପାଳ ମୁର୍ମୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ବିଗିଡିଯାଇଥିବା  ଆଇନ୍‌ଶୃଙ୍ଖଳାକୁ ନେଇ ରାଜ୍ୟପାଳ ବିବ୍ରତ ହେବା ସହ ଏଥିପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,ଯଦି ରାଞ୍ଚିର ମୁଖ୍ୟମନ୍ତ୍ରୀ ନିବାସ ଚତୁଃପାର୍ଶ୍ୱ ସୁରକ୍ଷିତ ନୁହଁ, ତେବେ ରାଜ୍ୟର ଅନ୍ୟ ସ୍ଥାନରେ ସ୍ଥିତି କ’ଣ ତାହା ନ କହିବା ଭଲ। ଏ […]

ddd

ddd

Tapas Behera
  • Published: Sunday, 09 September 2018
  • Updated: 09 September 2018, 04:16 PM IST

Sports

Latest News

ରାଞ୍ଚି: ଝାରଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ୍‌ଶୃଙ୍ଖଳାକୁ ନେଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟପାଳ ମୁର୍ମୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ବିଗିଡିଯାଇଥିବା  ଆଇନ୍‌ଶୃଙ୍ଖଳାକୁ ନେଇ ରାଜ୍ୟପାଳ ବିବ୍ରତ ହେବା ସହ ଏଥିପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ,ଯଦି ରାଞ୍ଚିର ମୁଖ୍ୟମନ୍ତ୍ରୀ ନିବାସ ଚତୁଃପାର୍ଶ୍ୱ ସୁରକ୍ଷିତ ନୁହଁ, ତେବେ ରାଜ୍ୟର ଅନ୍ୟ ସ୍ଥାନରେ ସ୍ଥିତି କ’ଣ ତାହା ନ କହିବା ଭଲ।

ଏ ବାବଦରେ ଶନିବାର ରାଜ୍ୟପାଳ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ଡିଜିପି ଡିକେ ପାଣ୍ଡେ, ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ(ଏସ୍‌ଏସ୍‌ପି) ଅନିଶ୍‌ ଗୁପ୍ତାଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ଆଇନ୍‌ଶୃଙ୍ଖଳା ବାବଦରେ ସମୀକ୍ଷା ହେବା ସହ ରାଜ୍ୟପାଳ ଶ୍ରୀମତୀ ମୁର୍ମୁ ଡିଜିପିଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ମାଗିଥିଲେ।

ସୂଚନାଯୋଗ୍ୟ ଯେ ଗତ କିଛିଦନ ହେଲା ରାଜ୍ୟର ରାଜଧାନୀ ରାଞ୍ଚି ଅଶାନ୍ତ ହୋଇପଡ଼ିଛି। ଏଠାରେ ଅପରାଧୀମାନେ ସକ୍ରିୟ ହେବା ସହ, ଗୁଳିମାଡ଼, ରାହାଜାନି ଏବଂ ଲୁଟ୍‌ ବଢ଼ି ଚାଲିଛି।  ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଞ୍ଚିର କାଙ୍କେ ରୋଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିବାସ ଏବଂ ବାଚସ୍ପତିଙ୍କ ନିବାସର ଆଖପାଖ ଅଞ୍ଚଳ ଅପରାଧ ପ୍ରବଣ ହୋଇ ଉଠିଛି।

ଗତ କିଛିଦିନ ପୂର୍ବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁହବର ଦାସଙ୍କ ବାସଭବନ ସାମ୍ନାରେ ଅପରାଧୀମାନେ ବୃନ୍ଦୁ ଦାସ ନାମକ ଜଣେ ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ବୃନ୍ଦୁଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ସମ୍ମୁଖରେ ଏହି ଘଟଣା ଘଟିଥିଲା। ବୃନ୍ଦୁ ଦାସ ହେଉଛନ୍ତି ପୂର୍ବତନ ନକ୍ସଲ ରେଶମୀଙ୍କ ଭଉଣୀ ରୁକ୍ମଣୀ ଦେବୀଙ୍କ ସ୍ୱାମୀ। ରୁକ୍ମଣୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସ୍ୱାମୀ ସହ ମିଶି ଏକ କ୍ୟାଣ୍ଟିନ୍‌ ଚଳାଉ ଥିଲେ। ଶୁକ୍ରବାର ରାତିରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରୁକ୍ମଣୀଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଚାଲି ଯାଇଥିଲେ।

କିଛି ମାସ ପୂର୍ବରୁ  ବୃନ୍ଦୁ ଦାସଙ୍କ ଦୁଇ ଭାଇଙ୍କୁ ବି ହତ୍ୟା କରାଯାଇଥିଲା। ଏହା ପରେ ବୃନ୍ଦୁ ପୁଲିସ ପାଇଁ କାମ କରିବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story