ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନରେ ଆଇୟୁସି ବାଧକ: ଜିଓ

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଛି ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଜିଓ। ପ୍ରତିପକ୍ଷ ସିମ୍ କମ୍ପାନୀ ଏହି ଆଇୟୁସି ଚାର୍ଜ ନେବେ ନାହିଁ ବୋଲି ଘୋଷଣା କରିବା ପରେ ସେୟାର ବଜାରରେ ମଧ୍ୟ ନିବେଶକ ଜିଓରୁ ଉପରୁ ଆସ୍ଥା ହରାଉଥିବା ଦେଖିବାକୁ ମିଳିଛି। ଏବେ ଆଇୟୁସି ଚାର୍ଜ ଗିରବଙ୍କ ବିରୋଧୀ ବୋଲି ଆଜି ଜିଓ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ପୂରଣ କରିବାରେ […]

jio

jio

Subhransu Sekhar
  • Published: Sunday, 20 October 2019
  • Updated: 20 October 2019, 05:51 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଛି ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଜିଓ। ପ୍ରତିପକ୍ଷ ସିମ୍ କମ୍ପାନୀ ଏହି ଆଇୟୁସି ଚାର୍ଜ ନେବେ ନାହିଁ ବୋଲି ଘୋଷଣା କରିବା ପରେ ସେୟାର ବଜାରରେ ମଧ୍ୟ ନିବେଶକ ଜିଓରୁ ଉପରୁ ଆସ୍ଥା ହରାଉଥିବା ଦେଖିବାକୁ ମିଳିଛି। ଏବେ ଆଇୟୁସି ଚାର୍ଜ ଗିରବଙ୍କ ବିରୋଧୀ ବୋଲି ଆଜି ଜିଓ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ପୂରଣ କରିବାରେ ଏହି ଆଇୟୁସି ବାଧା ସୃଷ୍ଟି କରୁଛି। ଟ୍ରାଇ ପକ୍ଷରୁ ଜାରି ହୋଇଥିବା ଏହି ନିୟମ ମନମାନୀ, ବୈଷୟିକ ବିରୋଧୀ. ଆଇନକୁ ଦୁର୍ବଳ କରିବା ନିୟମ ବୋଲି ଅମ୍ୱାନୀଙ୍କ ଜିଓ କହିଛି।

ଟ୍ରାଇ ଆଇୟୁସି ନିୟମ ଲାଗୁ କରିବା ପରେ ଜିଓ ଉପରେ ଲୋକଙ୍କ ଭରସା ରହୁନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଏହି ଆଇୟୁସି ଚାର୍ଜ ପାଇଁ ଜିଓ ଏବେ ଅନ୍ୟ ଟେଲିକମ କମ୍ପାନୀକୁ ୧୩ ହଜାର ୫୦୦ କୋଟି ଟଙ୍କା ଦେଇ ସାରିଛି। ଆଇୟୁସି ହେଉଛି ଅନ୍ୟ କମ୍ପାନୀକୁ ଗ୍ରାହକ କଲ୍ କରିବା ବେଳେ ଯେଉଁ ପଇସା ଲାଗିଥାଏ।

ସୂଚନାଯୋଗ୍ୟ, ଟ୍ରାଇ ୨୦୧୭ରେ ଆଇୟୁସି (ଇଣ୍ଚରକନେକ୍ଟ ୟୁଜେସ ଚାର୍ଜ) ୧୪ ପଇସାରୁ ୬ ପଇସା କରିଥିଲା। ସେତେବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଇୟୁସି ମାଗଣା ହୋଇପାରେ ବୋଲି କହିଥିଲା। ଜିଓ କିନ୍ତୁ ଆଇୟୁସି ବାବଦରେ ୧୩ ହଜାର ୫୦୦ ଟଙ୍କାର ବୋଝ ସମ୍ଭାଳିନ ପାରିବା ପରେ ନିଜ ଗ୍ରାହକଙ୍କ ଉପରେ ଆଇୟୁସି ବୋଝ ଲଦିଛି। ଯାହାକି ପୂର୍ବରୁ ମାଗାଣା ଥିଲା। ଅକ୍ଟୋବର ୯ରୁ ଜିଓ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି ଘୋଷଣା କରିଛି। ଏହାପରେ ୧୦ ତାରିଖ ଦିନ ରିଲାଏନ୍ସ ଜିଓ କହିଥିଲା ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍‌ ରିଚାର୍ଜ କରିଛନ୍ତି, ସେମାନେ ଏହି ଅବଧି ଶେଷ ହେବା ଯାଏ ଅନ୍ୟ ନେଟଓ୍ୱର୍କକୁ ଫ୍ରି’ରେ କଲ୍ କରିପାରିବେ। ଅନ୍ୟ କମ୍ପାନୀମାନେ ଗ୍ରାହକଙ୍କ ପାଖରୁ ଆଇୟୁସି ଚାର୍ଜ ନେବେ ନାହିଁ ବୋଲି କହିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story