ଯୋଧପୁରରେ ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ସୋମବାର ଏକ ଏମ୍‌ଆଇଜି-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁସାରେ ବିମାନଟି ଭୂପୃଷ୍ଠରୁ ପଡ଼ିବା ପୂର୍ବରୁ ଦୁଇ ଜଣ ଯାକ ପାଇଲଟ୍ ସେଥିରୁ ଡେଇଁବାରେ ସଫଳ ହୋଇଥିଲେ।

କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ

ପୁଣି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଋଣ ଜାଲିଆତି

ରହସ୍ୟ ଘେରରେ ବିକାଶ ଦୁବେର ଏନକାଉଣ୍ଟର: ଭିଡିଓ ଉଠାଇଲା ଅନେକ ପ୍ରଶ୍ନ

ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ

କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର