ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିଛି। କରୋନା ମହାମାରୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଜୋ ବିଡେନଙ୍କ ନିର୍ବାଚନୀ ରାଲି ଏବେ ଚର୍ଚ୍ଚାରେ। ଟ୍ରମ୍ପଙ୍କ ଶାସନରେ ଭାରତ ସହିତ ଆମେରିକାର ସମ୍ପର୍କ ମଜବୁତ ହୋଇଛି ପୂର୍ବ ତୁଳନାରେ। ଯଦି ଟ୍ରମ୍ପଙ୍କ ବଦଳରେ ବିରୋଧୀ ଦଳର ପ୍ରାର୍ଥୀ ବିଡେନ ବିଜୟୀ ହୁଅନ୍ତି ତା’ହେଲେ ମଧ୍ୟ ଭାରତ ସହିତ ଆମେରିକାର ସମ୍ପର୍କ ଖରାପ ହେବନି। କାରଣ ବିଡେନ କହିଛନ୍ତି, ସେ […]

trump_biden (1)

trump_biden (1)

Subhransu Sekhar
  • Published: Thursday, 02 July 2020
  • Updated: 02 July 2020, 12:46 PM IST

Sports

Latest News

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିଛି। କରୋନା ମହାମାରୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଜୋ ବିଡେନଙ୍କ ନିର୍ବାଚନୀ ରାଲି ଏବେ ଚର୍ଚ୍ଚାରେ।

ଟ୍ରମ୍ପଙ୍କ ଶାସନରେ ଭାରତ ସହିତ ଆମେରିକାର ସମ୍ପର୍କ ମଜବୁତ ହୋଇଛି ପୂର୍ବ ତୁଳନାରେ। ଯଦି ଟ୍ରମ୍ପଙ୍କ ବଦଳରେ ବିରୋଧୀ ଦଳର ପ୍ରାର୍ଥୀ ବିଡେନ ବିଜୟୀ ହୁଅନ୍ତି ତା’ହେଲେ ମଧ୍ୟ ଭାରତ ସହିତ ଆମେରିକାର ସମ୍ପର୍କ ଖରାପ ହେବନି। କାରଣ ବିଡେନ କହିଛନ୍ତି, ସେ ନିର୍ବାଚନ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ ଦିଆଯିବ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶାସନ ବେଳେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଏହି ପର୍ଯ୍ୟାୟରେ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ମଧ୍ୟ ଯୋଡାଯାଇଛି।

ଜୋ ବିଡେନ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ନିର୍ବାଚନରେ ​ବିଜୟୀ ହୁଅନ୍ତି ତେବେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବେ ଏବଂ ଏହା ତାଙ୍କ ପ୍ରଶାସନର ପ୍ରଥମ ପ୍ରାଥମିକତା ହେବ। କେବଳ ଏତିକି ନୁହେଁ, ବିଡେନ ଭାରତକୁ ଆମେରିକାର ପ୍ରାକୃତିକ ଅଂଶୀଦାର ବୋଲି ମଧ୍ୟ କହିଛନ୍ତି।

ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ଏକ ଭର୍ଚୁଆଲ ରାଲିରେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଜବାବରେ ସେ କହିଛନ୍ତି, ଆମର ସୁରକ୍ଷା ପାଇଁ ଭାରତ ଆମର ସୁରକ୍ଷା ପାଇଁ ଭାରତର ଆବଶ୍ୟକତା ରହିଛି।

ସେ କହିଛନ୍ତି ଓବାମା ଏବଂ ବିଡେନ ପ୍ରଶାସନରେ ଭାରତ ସହିତ ସମସ୍କ କ୍ଷେତ୍ରରେ ସମ୍ପର୍କକୁ ଗୁରୁତ୍ୱ ଦେଇଥିଲୁ। ଯାହାର ପ୍ରତିଫଳନ ଏବେ ହେଉଛି। ଯଦି ମୁଁ ରାଷ୍ଟ୍ରପତି ନିର୍ବାଚନରେ ​​ଜିତେ ତେବେ ଏହା ଆମର ପ୍ରାଥମିକତା ହେବ ବୋଲି ବିଡେନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story