ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ଏନସିପିର ପ୍ରମୁଖ ନେତା, ବିଧାୟକ

ମୁମ୍ୱାଇ: ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ରାଜ୍ୟରେ ଜୋର ଧରିଛି ଦଳ ବଦଳ ରାଜନୀତି। ଶାସକ ଦଳ ବିଜେପି-ଶିବସେନା ମେଣ୍ଟର ନେତା, ବିଧାୟକ ସ୍ଥିର ରହିଥିବା ବେଳେ ବିରୋଧୀ କଂଗ୍ରେସ ଓ ଏନସିପିର ବିଧାୟକ, ନେତା ଏବେ ଦଳ ବଦଳ କରୁଛନ୍ତି। ଏନସିପି ବିଧାୟକ ତଥା ଦଳର ପ୍ରମୁଖ ନେତା ବୈଭବ ପିଚଦ ଆଗାମୀ ଦିନରେ ବିଜେପିରେ ଯୋଗ ଦେବେ ବୋଲି ଗତକାଲି ଘୋଷଣା କରିଛନ୍ତି। ଯାହାକି ଏନସିପି ପାଇଁ ଶକ୍ତ ଧକ୍କା […]

vaibhav pichad

vaibhav pichad

Subhransu Sekhar
  • Published: Sunday, 28 July 2019
  • Updated: 28 July 2019, 02:53 PM IST

Sports

Latest News

ମୁମ୍ୱାଇ: ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ରାଜ୍ୟରେ ଜୋର ଧରିଛି ଦଳ ବଦଳ ରାଜନୀତି। ଶାସକ ଦଳ ବିଜେପି-ଶିବସେନା ମେଣ୍ଟର ନେତା, ବିଧାୟକ ସ୍ଥିର ରହିଥିବା ବେଳେ ବିରୋଧୀ କଂଗ୍ରେସ ଓ ଏନସିପିର ବିଧାୟକ, ନେତା ଏବେ ଦଳ ବଦଳ କରୁଛନ୍ତି। ଏନସିପି ବିଧାୟକ ତଥା ଦଳର ପ୍ରମୁଖ ନେତା ବୈଭବ ପିଚଦ ଆଗାମୀ ଦିନରେ ବିଜେପିରେ ଯୋଗ ଦେବେ ବୋଲି ଗତକାଲି ଘୋଷଣା କରିଛନ୍ତି। ଯାହାକି ଏନସିପି ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।
ବୈଭବ ପିଚାଦ ହେଉଛନ୍ତି ବରିଷ୍ଠ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ମଧୁକର ପିଚାଦଙ୍କ ପୁଅ। ବୈଭବ କହିଛନ୍ତି ସେ ନିକଟରେ ତାଙ୍କ ସମର୍ଥକଙ୍କୁ ନେଇ ଅହମଦନଗରରେ ଏକ ବୈଠକ କରିଥିଲେ। ଯେଉଁଥିରେ ସମର୍ଥକମାନେ ତାଙ୍କୁ ବିଜେପିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ସମସ୍ୟାର ସମାଧାନ କରାଇବେ ବୋଲି ପ୍ରତିଶୃତି ଦେଇଥିବା ବୈଭବ କହିଛନ୍ତି।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଏନସିପି ମୁମ୍ୱାଇ ୟୁନିଟର ଅଧ୍ୟକ୍ଷ ସଚିନ ଅହିର ଦଳ ଛାଡ଼ି ଶିବସେନାରେ ଯୋଗ ଦେଇଥିଲେ। ଏହାପରେ ଏନସିପିର ମହିଳା ସଭାପତି ଚିତ୍ରା ଓ୍ୱାଘ ମଧ୍ୟ ଦଳ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି। କେଉଁ ଦଳରେ ଯୋଗ ଦେବେ ସେ ନେଇ ସୂଚନା ଦେଇନଥିଲେ ମଧ୍ୟ ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story