କାବେରୀ ନଦୀ ବିବାଦ : ହିଂସା ସ୍ଥାନ ବୁଲି ଦେଖିଲେ କର୍ଣ୍ଣାଟକ ଗୃହମନ୍ତ୍ରୀ

ବେଙ୍ଗଲୁରୁ: କାବେରୀ ନଦୀ ଜଳ ବିବାଦକୁ ନେଇ କର୍ଣ୍ଣାଟକରେ ଦେଖା ଦେଇଥିବା ହିଂସାତ୍ମକ ପରିସ୍ଥିତିରେ ଉନ୍ନତି ଆସିଛି। ଦୁଇ ଦିନ ପରେ ସହରର ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି। ଆଜି କର୍ଣ୍ଣାଟକର ଗୃହମନ୍ତ୍ରୀ ହିଂସା ଦେଖାଦେଇଥିବା ସ୍ଥାନ ବୁଲି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ପୋଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ସେହିଭଳି  ସମ୍ୱେଦନଶୀଳ ନୟନଦହଲୀ ଯାଇ  ଗୃହମନ୍ତ୍ରୀ  ସ୍ଥିତି ଅନୁଧ୍ୟାନ କରିଥିଲେ। ଏଠାରେ ହିଂସା ଯୋଗୁଁ ଲୋକେ ଅଧିକ ପ୍ରଭାବିତ […]

color_xdiavel-s

color_xdiavel-s

Rakesh Mallick
  • Published: Thursday, 15 September 2016
  • Updated: 15 September 2016, 09:03 PM IST

ବେଙ୍ଗଲୁରୁ: କାବେରୀ ନଦୀ ଜଳ ବିବାଦକୁ ନେଇ କର୍ଣ୍ଣାଟକରେ ଦେଖା ଦେଇଥିବା ହିଂସାତ୍ମକ ପରିସ୍ଥିତିରେ ଉନ୍ନତି ଆସିଛି। ଦୁଇ ଦିନ ପରେ ସହରର ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି। ଆଜି କର୍ଣ୍ଣାଟକର ଗୃହମନ୍ତ୍ରୀ ହିଂସା ଦେଖାଦେଇଥିବା ସ୍ଥାନ ବୁଲି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ପୋଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

 ସେହିଭଳି  ସମ୍ୱେଦନଶୀଳ ନୟନଦହଲୀ ଯାଇ  ଗୃହମନ୍ତ୍ରୀ  ସ୍ଥିତି ଅନୁଧ୍ୟାନ କରିଥିଲେ। ଏଠାରେ ହିଂସା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହୋଇଥିଲେ। ୫୬ଟି ବସ୍‌କୁ ଉତ୍ୟକ୍ତ ଲୋକେ ଜାଳି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story