ଆଫଗାନ୍‌ ଗୁରୁଦ୍ୱାର ଆକ୍ରମଣ ପଛରେ ଭାରତୀୟ, କେରଳରୁ ଯାଇଥିଲା କାବୁଲ

ନୂଆଦିଲ୍ଲୀ: ବୁଧବାର ଆଫଗାନିସ୍ତାନର ଏକ ଗୁରୁଦ୍ୱାରଠାରେ ୨୫ ଜଣ ଶିଖ୍‌ ଧର୍ମାବଲମ୍ବୀଙ୍କର ଜୀବନ ନେଇଥିବା ଆତ୍ମଘାତୀ ଆତଙ୍କବାଦୀ ଭାରତୀୟ ଥିଲା। ସେ କେରଳରୁ ଯାଇଥିବା ସୂଚନା ମିଳିଛି। ତା’ର ନାମ ହର୍‌ ରାଇ ସାହିବ୍‌ ଥିଲେ ହେଁ ଆଇଏସ୍‌ ତା’ର ନାମ ରଖିଥିଲା ‘ଅବୁ ଖାଲିଦ୍‌ ଆଲ୍‌-ହିନ୍ଦୀ’। ମାର୍ଚ୍ଚ ୨୬ ତାରିଖରେ ଆଲ୍‌ ନାବା ନାମକ ଆଇଏସ୍‌ର ଏକ ପତ୍ରିକାରେ ତା’ର ଫଟୋ ଛପାଯାଇଛି। ଏଥିରେ ସାହିବ୍‌ ଉପରକୁ ଗୋଟିଏ ଆଙ୍ଗୁଠି କରିଛି। ବ୍ୟାକ୍‌ଗ୍ରାଉଣ୍ଡ ଆଇଏସ୍‌ର ଚିରାଚରିତ […]

IS

IS

Subrat Kumar Nayak
  • Published: Friday, 27 March 2020
  • Updated: 27 March 2020, 06:38 PM IST

ନୂଆଦିଲ୍ଲୀ: ବୁଧବାର ଆଫଗାନିସ୍ତାନର ଏକ ଗୁରୁଦ୍ୱାରଠାରେ ୨୫ ଜଣ ଶିଖ୍‌ ଧର୍ମାବଲମ୍ବୀଙ୍କର ଜୀବନ ନେଇଥିବା ଆତ୍ମଘାତୀ ଆତଙ୍କବାଦୀ ଭାରତୀୟ ଥିଲା। ସେ କେରଳରୁ ଯାଇଥିବା ସୂଚନା ମିଳିଛି। ତା’ର ନାମ ହର୍‌ ରାଇ ସାହିବ୍‌ ଥିଲେ ହେଁ ଆଇଏସ୍‌ ତା’ର ନାମ ରଖିଥିଲା ‘ଅବୁ ଖାଲିଦ୍‌ ଆଲ୍‌-ହିନ୍ଦୀ’।

ମାର୍ଚ୍ଚ ୨୬ ତାରିଖରେ ଆଲ୍‌ ନାବା ନାମକ ଆଇଏସ୍‌ର ଏକ ପତ୍ରିକାରେ ତା’ର ଫଟୋ ଛପାଯାଇଛି। ଏଥିରେ ସାହିବ୍‌ ଉପରକୁ ଗୋଟିଏ ଆଙ୍ଗୁଠି କରିଛି। ବ୍ୟାକ୍‌ଗ୍ରାଉଣ୍ଡ ଆଇଏସ୍‌ର ଚିରାଚରିତ ବ୍ୟାକଗ୍ରାଉଣ୍ଡ ରହିଛି। ହାତରେ ଏକ ଏକେ-୫୬ ଆସଲ୍ଟ ରାଇଫଲ୍‌ ରହିଛି।

କେରଳ ପୁଲିସ୍‌ ସୂତ୍ର କହୁଛି ଏହି ଫଟୋ ମହମ୍ମଦ ମହସିନ୍‌ର। କୁହାଯାଉଥିଲା ସେ ଗତବର୍ଷ ଆଫଗାନିସ୍ତାନରେ ଏକ ଡ୍ରୋନ୍‌ ଆକ୍ରମଣରେ ମରିଯାଇଛି। ଯଦି ଏହି ଆତଙ୍କୀ ମହସିନ୍‌ ହେଇଥିବ, ତାହାଲେ ଦ୍ୱିତୀୟ ଭାରତୀୟ ଭାବେ ସେ ଆତ୍ମଘାତୀ ଆକ୍ରମଣରେ ବ୍ୟବହାର ହୋଇଛି।

ଏହା ପୂର୍ବରୁ ୨୦୧୫ ମସିହା ଅଗଷ୍ଟରେ ଅବୁ ୟୁସୁଫ୍‌ ଅଲ୍‌-ହିନ୍ଦୀ ଏକ ଆତ୍ମଘାତୀ ଆକ୍ରମଣରେ ରକ୍କାଠାରେ ନିପାତ ହୋଇଥିବା କୁହାଯାଇଥାଏ। ସେ ଆମେରିକା ଦ୍ୱାରା ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଘୋଷିତ ହେବାରେ ପ୍ରଥମ ଭାରତୀୟ। ସେ ଦୁବାଇରେ କାମ କରୁଥିଲା ଏବଂ ଏହାପରେ ସେଠାରୁ ଆଫଗାନିସ୍ତାନ ଚାଲିଯାଇଥିଲା। ଏହା ପୂର୍ବରୁ ୯୮ ଜଣ ଭାରତୀୟ କେରଳରୁ ଆଇଏସ୍‌ରେ ଯୋଗଦେବାକୁ ଆଫଗାନିସ୍ତାନ ପଳାଇଯାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ୩ ଜଣ ଆଇଏସ୍‌ ଆତଙ୍କବାଦୀ ଏକ ଗୁରୁଦ୍ୱାରକୁ ଘେରିଯାଇ ଗୁଳିବର୍ଷଣ କରିଥିଲେ। ଶେଷରେ ଆଫଗାନିସ୍ତାନ ସେନା ଏହି ୩ ଜଣଙ୍କୁ ନିପାତ କରିବା ସହ ୮୦ ଜଣ ପଣବନ୍ଦୀଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳକୁ ୨୫ ଜଣ ଶିଖ୍‌ଙ୍କ ଜୀବନ ଯାଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story