କମଲେଶ ହତ୍ୟାକାଣ୍ଡ ମାମଲାର ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗୁଜରାଟ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ କମଲେଶ ତିୱାରୀ ହତ୍ୟା ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଜରାଟ-ରାଜସ୍ଥାନ ସୀମାନ୍ତ ଅଞ୍ଚଳରୁ ଅଶଫାକ୍‌ ହୁସେନ୍‌ ଏବଂ ମୋଇନୁଦ୍ଦିନ୍‌ ଖୁର୍ସିଦ୍‌ ପଠାନ୍‌କୁ ଗିରଫ କରିଛି। ଗତ ଅକ୍ଟୋବର ୧୮ ତାରିଖରେ ହିନ୍ଦୁ ସମାଜ ପାର୍ଟି ମୁଖ୍ୟ କମଲେଶଙ୍କ ତିୱାରୀଙ୍କହତ୍ୟା ମାମଲାରେ ଅଶଫାକ୍‌ ଏବଂ ମୋଇନୁଦ୍ଦିନ୍‌ ୱାଣ୍ଟେଡ୍‌ ଥିଲେ। ଏହି ୨ ଅଭିଯୁକ୍ତ କମଲେଶ ତିୱାରୀର ହତ୍ୟା ନେଇ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ୍‌ କହିବା ଅନୁଯାୟୀ, […]

kamlesh-case

kamlesh-case

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 10:31 PM IST

ନୂଆଦିଲ୍ଲୀ: ଗୁଜରାଟ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ କମଲେଶ ତିୱାରୀ ହତ୍ୟା ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଜରାଟ-ରାଜସ୍ଥାନ ସୀମାନ୍ତ ଅଞ୍ଚଳରୁ ଅଶଫାକ୍‌ ହୁସେନ୍‌ ଏବଂ ମୋଇନୁଦ୍ଦିନ୍‌ ଖୁର୍ସିଦ୍‌ ପଠାନ୍‌କୁ ଗିରଫ କରିଛି।

ଗତ ଅକ୍ଟୋବର ୧୮ ତାରିଖରେ ହିନ୍ଦୁ ସମାଜ ପାର୍ଟି ମୁଖ୍ୟ କମଲେଶଙ୍କ ତିୱାରୀଙ୍କହତ୍ୟା ମାମଲାରେ ଅଶଫାକ୍‌ ଏବଂ ମୋଇନୁଦ୍ଦିନ୍‌ ୱାଣ୍ଟେଡ୍‌ ଥିଲେ।

ଏହି ୨ ଅଭିଯୁକ୍ତ କମଲେଶ ତିୱାରୀର ହତ୍ୟା ନେଇ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ୍‌ କହିବା ଅନୁଯାୟୀ, କମଲେଶ ପ୍ରଫେଟ୍‌ ମହମ୍ମଦଙ୍କ ବାବଦରେ ମନ୍ତବ୍ୟ ଦେବାକୁ ନେଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେମାନେ ପ୍ରଥମେ ନେପାଳ ପଳାଇଥିଲେ। କିନ୍ତୁ ଅର୍ଥ ସରିଯିବାରୁ ସେମାନେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ। ସେମାନେ ଏହାପରେ ସେମାନଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ପୁଲିସ୍‌ ସେମାନଙ୍କୁ ଟ୍ରାକ୍‌ କରିବାରେ ସଫଳ ହୋଇଥିଲା।

ଏହି ମାମଲାରେ ପୂର୍ବରୁ ମୌଲାନା ମୋହସିନ୍‌ ଶୈଖ୍‌, ଫୈଜାନ୍‌ ଏବଂ ରଶିଦ୍‌ ପଠାନ୍ ନାମରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗୁଜରାଟ ଆଣ୍ଟି ଟେରର୍‌ ସ୍କ୍ୱାଡ୍‌ ଏବଂ ଉତ୍ତରପ୍ରଦେଶ ପୁଲିସ୍‌ର ମିଳିତ ଉଦ୍ୟମରେ ଏମାନଙ୍କୁ ଗିରଫ କରାଯାଇଥିଲା। ସୋମବାର ସୟଦ୍‌ ଅସୀମ ଅଲ୍ଲୀ ନାମକ ଏକ ଅଭିଯୁକ୍ତକୁ ନାଗପୁରରୁ ମହାରାଷ୍ଟ୍ର ଏଟିଏସ୍‌ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story