କର୍ଫ୍ୟୁ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ବେଙ୍ଗାଲୁରୁ: ରାତ୍ରୀ କାଳୀନ କର୍ଫ୍ୟୁ ନିଷ୍ପତ୍ତି ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର। ବୈଷୟିକ ଟିମର ପରାମର୍ଶ ପରେ କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣର ବୃଦ୍ଧିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ। ଗତକାଲି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାନୁଆରୀ ୨ଯାଏ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଅଫିସ୍ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ତେବେ ଖ୍ରୀଷ୍ଟମାସ ବେଳେ ଏକାଠି ହେବା, […]

night-curfew

night-curfew

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 05:55 PM IST

Sports

Latest News

ବେଙ୍ଗାଲୁରୁ: ରାତ୍ରୀ କାଳୀନ କର୍ଫ୍ୟୁ ନିଷ୍ପତ୍ତି ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର। ବୈଷୟିକ ଟିମର ପରାମର୍ଶ ପରେ କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣର ବୃଦ୍ଧିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ। ଗତକାଲି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାନୁଆରୀ ୨ଯାଏ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଅଫିସ୍ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ତେବେ ଖ୍ରୀଷ୍ଟମାସ ବେଳେ ଏକାଠି ହେବା, ଭୋଜିଭାତ ଆଦି ଉପରେ କଟକଣା ଜାରି ରହିବ କି ନାହିଁ ସେ ବାବଦରେ ସରକାର ନିଷ୍ପତ୍ତି ସ୍ପଷ୍ଟ କରି ନାହାନ୍ତି।

ବ୍ରିଟେନରୁ ଆସୁଥିବା ଲୋକମାନେ ଏବଂ ଦେଶରେ ଶୀତର ଲହରୀକୁ ଦେଖି ରାତ୍ରୀ କାଳୀନ କର୍ଫ୍ୟୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଗତକାଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ. ସୁଧାକର ବୁଧବାର କହିଥିଲେ।

ଏହାପୂର୍ବରୁ ମହାରାଷ୍ଟ୍ର ସରକାର ସୋମବାର ରାତି ୧୧ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ପ୍ରତିଦିନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେଉଛି। ଏହା ଜାନୁଆରୀ ୫ ଯାଏ କାର୍ଯ୍ୟକାରୀ ହେବ। ଏହି ସମୟରେ ପବ, ଡିସ୍କୋ ଆଦି ଉପରେ କଟକଣା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story