କର୍ଣ୍ଣାଟକାର ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଆଜି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେଆର ରମେଶ କୁମାର। ଏଥିରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି। ଗତ ଗୁରୁବାର ବାଚସ୍ପତି ପ୍ରଥମେ ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ବିଧାୟକ ମାନେ ଆଗାମୀ ୪ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଆସନ୍ତାକାଲି ନବଗଠିତ ୟେଦ୍ୟୁରପ୍ପା ସରକାର ବିଧାନସଭାରେ […]

k r ramesh kumar

k r ramesh kumar

Subhransu Sekhar
  • Published: Sunday, 28 July 2019
  • Updated: 28 July 2019, 01:08 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଆଜି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେଆର ରମେଶ କୁମାର। ଏଥିରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି। ଗତ ଗୁରୁବାର ବାଚସ୍ପତି ପ୍ରଥମେ ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ବିଧାୟକ ମାନେ ଆଗାମୀ ୪ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଘୋଷଣା କରିଛନ୍ତି।

ଆସନ୍ତାକାଲି ନବଗଠିତ ୟେଦ୍ୟୁରପ୍ପା ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ। ଏହା ପୂର୍ବରୁ ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି। ଏହା ବିଜେପିକୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସହଜ କରି ଦେଇଛି। କାରଣ ଏହି ସମସ୍ତ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଗୃହର ସଦସ୍ୟଙ୍କ ସଂଖ୍ୟା ୨୦୮କୁ ଖସି ଆସିଛି। ତେଣୁ ସଂଖ୍ୟା ଗରିଷ୍ଠତା ଲାଭ କରିବା ପାଇଁ ବିଜେପିକୁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ, ଯାହାକି ଦଳ ପାଖରେ ରହିଛି।

ଆଗାମୀ ବାଚସ୍ପତି କିଏ ହେବେ, ସେ ନେଇ କିଛି ଜଣାପଡ଼ିନଥିବା ବେଳେ ବାଚସ୍ପତି ରମେଶ କୁମାର ତାଙ୍କ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ଆଗାମୀ ଦିନରେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ।

ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଗୃହରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଥିଲେ। ଏହାପରେ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ପରେ ବିଜେପି ବିଧାୟକ ଦଳର ନେତା ବିଏସ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story