ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନା କଲା କର୍ଣ୍ଣାଟକା, ଟ୍ରେନ ବାତିଲ

ବେଙ୍ଗାଲୁରୁ: ଲକଡାଉନ ଯୋଗୁ କର୍ଣ୍ଣାଟକାରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ବଡ଼ ଝଟକା ଲାଗିଛି। ସେମାନେ ଟ୍ରେନ ଯୋଗେ ନିଜ ନିଜ ଘରକୁ ଆସିବାକୁ ଆଶା କରିଥିବା ବେଳେ କର୍ଣ୍ଣାଟକା ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଏହାପରେ ଟ୍ରେନ ଗୁଡ଼ିକୁ ବାତିଲ କରିଦିଆଯାଇଛି। କର୍ଣ୍ଣାଟକାରେ ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ତେଣୁ ପ୍ରବାସୀ ଶ୍ରମିକମାନେ ଆଦୌ ରାଜ୍ୟ ଛାଡ଼ି ଯାଆନ୍ତୁ ନାହିଁ ବୋଲି କର୍ଣ୍ଣାଟକା ସରକାର ନିବେଦନ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଯାତାୟାତ କଥା […]

e

e

Hemant Lenka
  • Published: Wednesday, 06 May 2020
  • Updated: 06 May 2020, 05:05 PM IST

Sports

Latest News

ବେଙ୍ଗାଲୁରୁ: ଲକଡାଉନ ଯୋଗୁ କର୍ଣ୍ଣାଟକାରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ବଡ଼ ଝଟକା ଲାଗିଛି। ସେମାନେ ଟ୍ରେନ ଯୋଗେ ନିଜ ନିଜ ଘରକୁ ଆସିବାକୁ ଆଶା କରିଥିବା ବେଳେ କର୍ଣ୍ଣାଟକା ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଏହାପରେ ଟ୍ରେନ ଗୁଡ଼ିକୁ ବାତିଲ କରିଦିଆଯାଇଛି।

କର୍ଣ୍ଣାଟକାରେ ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ତେଣୁ ପ୍ରବାସୀ ଶ୍ରମିକମାନେ ଆଦୌ ରାଜ୍ୟ ଛାଡ଼ି ଯାଆନ୍ତୁ ନାହିଁ ବୋଲି କର୍ଣ୍ଣାଟକା ସରକାର ନିବେଦନ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଯାତାୟାତ କଥା ବୁଝିବାକୁ ନିଯୁକ୍ତ ନୋଡାଲ ଅଫିସର ଏନ ମଞ୍ଜୁନାଥ ପ୍ରସାଦ ସାଉଥ ୱେଷ୍ଟର୍ଣ୍ଣ ରେଲୱେକୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖିଛନ୍ତି।

ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ “ଆମେ ଆପଣମାନଙ୍କୁ ୫ ଦିନ ପାଇଁ ଦୈନିକ ୨ଟି ଟ୍ରେନ ଚଳାଚଳ କରିବାକୁ ଅନୁରୋଧ କରିଥିଲୁ। ଆମର ଆଶା ଥିଲା ଆଜିଠାରୁ ୩ଟି ଟ୍ରେନ ଯାତାୟାତ କରିଥାଆନ୍ତା। କିନ୍ତୁ ଆମକୁ କୌଣସି ଟ୍ରେନର ଆବଶ୍ୟକତା ନାହିଁ। ତେଣୁ ପୂର୍ବ ଅନୁରୋଧକୁ ଆମେ ପ୍ରତ୍ୟାହାର କରି ନେଉଛୁ।”

ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା କହିଛନ୍ତି, “ଆମେ ବର୍ତ୍ତମାନ ସୁଦ୍ଧା ୩୫ଶହ ବସରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଛୁ। କିନ୍ତୁ ଏବେ ରାଜ୍ୟରେ ନିର୍ମାଣ କାମ ଆରମ୍ଭ ହେବ। ତେଣୁ ଶ୍ରମିକମାନେ ରାଜ୍ୟ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ପୂର୍ବରୁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ ୨ ହଜାର ଟଙ୍କା ମାସିକ ପାଉଥିଲେ। ଏବେ ଏଥିରେ ରାଜ୍ୟ ସରକାର ଆଉ ୩ ହଜାର ଟଙ୍କା ଯୋଡ଼ିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story