କାଶ୍ମୀରରେ ଗୁଳି ବିନିମୟ:  ଜଣେ ଯବାନ ଶହୀଦ, ୨ଆତଙ୍କୀ ନିହତ

ଜମ୍ମୁ:  କାଶ୍ମୀରର ବାନ୍ଦୀପୁର ଅଞ୍ଚଳରେ ଆଜି ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି।  ବାନ୍ଦୀପୁର ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଘରେ ଛପି ରହିଥିବା ସୁରକ୍ଷାକର୍ମୀଙ୍କୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ସୁରକ୍ଷାକର୍ମୀମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେହିପରି ଆଜି ଜମ୍ମୁ ଓ କାଶ୍ମୀରର ସୋପୋର ଅଞ୍ଚଳରେ ମଧ୍ୟ […]

terrorist

terrorist

Rakesh Mallick
  • Published: Friday, 25 November 2016
  • Updated: 25 November 2016, 11:58 AM IST

ଜମ୍ମୁ:  କାଶ୍ମୀରର ବାନ୍ଦୀପୁର ଅଞ୍ଚଳରେ ଆଜି ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି।

 ବାନ୍ଦୀପୁର ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଘରେ ଛପି ରହିଥିବା ସୁରକ୍ଷାକର୍ମୀଙ୍କୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ସୁରକ୍ଷାକର୍ମୀମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ସେହିପରି ଆଜି ଜମ୍ମୁ ଓ କାଶ୍ମୀରର ସୋପୋର ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story