କେସିଆରଙ୍କ ଝିଅଙ୍କ ପରାଜୟ ପଛରେ ୧୭୯ ଚାଷୀ

ହାଇଦ୍ରାବାଦ୍‌: ରୟତୁ ବନ୍ଧୁ ଯୋଜନା ଜରିଆରେ ସାରା ଦେଶକୁ କୃଷି କଲ୍ୟାଣକାରୀ ଯୋଜନାର ବାଟ ଦେଖାଇଥିବା ଦାବି କରିଆସୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖୋଦ୍‌ ଚାଷୀମାନେ ହିଁ ହରାଇଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା କଲୱାକୁନ୍ତଲାରେ ନିର୍ବାଚନ ହାରିଛନ୍ତି। ଯଦିଓ କବିତାଙ୍କ ପ୍ରତିପକ୍ଷ ବିଜେପିର ଅରବିନ୍ଦ ଧର୍ମପୁରୀଙ୍କର ବିଜୟ ହୋଇଛି, ଏହାପଛରେ ୧୭୯ ଜଣ ହଳଦୀ ଏବଂ ଯଅ (Jowar) ଚାଷୀଙ୍କ ମେଳିର ବଡ଼ ଭୂମିକା ରହିଛି। ନିର୍ବାଚନ ପୂର୍ବରୁ ହିଁ ତେଲେଙ୍ଗାନାର […]

truth

truth

Subrat Kumar Nayak
  • Published: Sunday, 26 May 2019
  • Updated: 26 May 2019, 04:20 PM IST

Sports

Latest News

ହାଇଦ୍ରାବାଦ୍‌: ରୟତୁ ବନ୍ଧୁ ଯୋଜନା ଜରିଆରେ ସାରା ଦେଶକୁ କୃଷି କଲ୍ୟାଣକାରୀ ଯୋଜନାର ବାଟ ଦେଖାଇଥିବା ଦାବି କରିଆସୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖୋଦ୍‌ ଚାଷୀମାନେ ହିଁ ହରାଇଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା କଲୱାକୁନ୍ତଲାରେ ନିର୍ବାଚନ ହାରିଛନ୍ତି। ଯଦିଓ କବିତାଙ୍କ ପ୍ରତିପକ୍ଷ ବିଜେପିର ଅରବିନ୍ଦ ଧର୍ମପୁରୀଙ୍କର ବିଜୟ ହୋଇଛି, ଏହାପଛରେ ୧୭୯ ଜଣ ହଳଦୀ ଏବଂ ଯଅ (Jowar) ଚାଷୀଙ୍କ ମେଳିର ବଡ଼ ଭୂମିକା ରହିଛି।

ନିର୍ବାଚନ ପୂର୍ବରୁ ହିଁ ତେଲେଙ୍ଗାନାର ନିଜାମାବାଦ୍‌ରେ ଶହଶହ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଏମ୍‌ଏସ୍‌ପିରେ ସୁଧାର ସହ ହଳଦୀ ପାଇଁ ସ୍ୱତନ୍ତ୍ର ବୋର୍ଡ ଦାବିରେ ଆନ୍ଦୋଳନ କରିଥିଲେ। ଏହା ଫଳପ୍ରଦ ନହେବାରୁ ଚାଷୀମାନେ ନିର୍ବାଚନରେ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ।

କେହି କିନ୍ତୁ ଜାଣି ନଥିଲେ ଏହି ଅଭିନବ ଉପାୟର ନିର୍ବାଚନ ଉପରେ ଏଭଳି ବଡ଼ ପ୍ରଭାବ ରହିବ। ଏଠାରୁ ସାଂସଦ ଥିବା କବିତା ଏଥର ପରାଜୟ ବରଣ କରିବା ପଛରେ ଏହି ଚାଷୀମାନଙ୍କର ଆନ୍ଦୋଳନର ପ୍ରଭାବ ରହିଥିବା କୁହାଯାଉଛି। ମୋଟ ୧୮୬ ଜଣ ଏହି ଆସନରୁ ଲଢ଼ୁଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ବିଭିନ୍ନ ଦଳର ଟିକେଟରେ ଏବଂ ୧୭୯ ଜଣ ଚାଷୀ ସ୍ୱାଧୀନଭାବରେ ଲଢ଼ୁଥିଲେ।

ବଜେପିର ଅରବିନ୍ଦ କବିତାଙ୍କୁ ୭୦,୮୭୫ ଭୋଟ୍‌ରେ ହରାଇଥିଲେ। ଅପରପକ୍ଷେ ୧୭୯ ଜଣ ଯାକ ଚାଷୀ ପ୍ରାର୍ଥୀ ମୋଟ ୯୮,୭୨୩ ଭୋଟ୍‌ ପାଇଥିଲେ। ଏଭଳି ଭାବରେ କବିତାଙ୍କ ପାଇଁ ଥିବା ଭୋଟ୍‌ ସେମାନେ ହାତେଇନେଇଥିଲେ। ବିଜେପି ଏହି ଆସନରେ ବିଜୟ ସହ ତେଲେଙ୍ଗାନାରେ ୪ଟି ଆସନ ଜିତି ନିଜର ଦବ୍‌ଦବା ଦେଖାଇପାରିଛି, ଯାହାକି ଏଠାରେ ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story