କେଜ୍ରିୱାଲଙ୍କୁ ଜୋତା ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀ ସଚିବାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲକ୍ଷ୍ୟ କରି ଜୋତା ମାଡ଼ କରାଯାଇଥିଲା। ଜୋତାଟି କିନ୍ତୁ ତାଙ୍କୁ ନ ବାଜି ପାଖରେ ପଡିଥିଲା। ପୋଲିସ ଜୋତା ମାଡ଼ କରିଥିବା ଅଭିଯୁକ୍ତକୁ କାବୁ କରିବା ସହ ଅଟକ ରଖି ପଚାରାଉଚରା କରୁଛି। ଅଭିଯୁକ୍ତ ଜଣକ ନିଜକୁ ବେଦ ପ୍ରକାଶ ବୋଲି ପରିଚୟ ଦେଇଛି। ସେ ନିଜକୁ ଆମ ଆଦମୀ ସେନାର ଜଣେ କର୍ମୀ ବୋଲି ପରିଚୟ ଦେଇଛି। ସିଏନ୍‌ଜି ଷ୍ଟିକର […]

kejriwal

kejriwal

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 11:56 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସଚିବାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲକ୍ଷ୍ୟ କରି ଜୋତା ମାଡ଼ କରାଯାଇଥିଲା। ଜୋତାଟି କିନ୍ତୁ ତାଙ୍କୁ ନ ବାଜି ପାଖରେ ପଡିଥିଲା। ପୋଲିସ ଜୋତା ମାଡ଼ କରିଥିବା ଅଭିଯୁକ୍ତକୁ କାବୁ କରିବା ସହ ଅଟକ ରଖି ପଚାରାଉଚରା କରୁଛି। ଅଭିଯୁକ୍ତ ଜଣକ ନିଜକୁ ବେଦ ପ୍ରକାଶ ବୋଲି ପରିଚୟ ଦେଇଛି। ସେ ନିଜକୁ ଆମ ଆଦମୀ ସେନାର ଜଣେ କର୍ମୀ ବୋଲି ପରିଚୟ ଦେଇଛି।

ସିଏନ୍‌ଜି ଷ୍ଟିକର ବଣ୍ଟନରେ ଅନିୟମିତତା ହୋଇଥିବା ଓ ଏ ନେଇ ସେ କରିଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବେଦ ପ୍ରକାଶ ଅଭିଯୋଗ କରିଛନ୍ତି।

ଏପ୍ରିଲ ୧୫ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଡ଼-ଇଭିନ ସ୍କିମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହୁଥିବା ବେଳେ ଏହି ଘଟଣା ଘଟିଥିଲା।

ଗତ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର କରୁଥିବା ବେଳେ ଜଣେ ଲୋକ କେଜ୍ରିୱାଲଙ୍କ ଉପରକୁ କାଳି ମାଡ଼ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story