ସୋଲ:‘ସୋଲ ଶାନ୍ତି ପୁରସ୍କାର’ ଗ୍ରହଣ ପାଇଁ ଦକ୍ଷିଣ କୋରିଆ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ବେଳେ ସ୍ଥାନୀୟ ପିଲାମାନେ ଭାରତୀୟ ଭଜନ ଗାଉଥିବାର ଦୃଶ୍ୟ ସମସ୍ତଙ୍କ ମନ ମୋହିଛି।
ବୈଦୈଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ କରିଥିବା ଏକ ଭିଡିଓରେ ଦକ୍ଷିଣ କୋରିଆର ପିଲାମାନେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରିୟ ଗୁଜରାଟୀ ଭଜନ ‘ବୈଷ୍ଣବ ଜନତୋ ତେନେ କହିୟେ ଯେ’ ଗାଉଥିବାର ଭିଠିଓ ଏବେ ଭାଇରାଲ ହେଉଛି।
https://twitter.com/MEAIndia/status/1098815179024789504
ଶୁକ୍ରବାର, ମୋଦି ସମ୍ମାନଜନକ ‘ସୋଲ୍ ଶାନ୍ତି ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପୁରସ୍କାର ଜର୍ମାନ୍ର ଚାନ୍ସେଲର ଏଞ୍ଜେଲା ମର୍କେଲ ଏବଂ ଜାତିସଂଘ ମହାସଚିବ କୋଫି ଆନ୍ନନ୍ ମଧ୍ୟ ପାଇସାରିଛନ୍ତି। ଏହି ପୁରସ୍କାରକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଏହି ପୁରସ୍କାର ସହ ମିଳିଥିବା ଅର୍ଥ ରାଶି 'ଗଙ୍ଗା ନମାମି' ପ୍ରକଳ୍ପକୁ ପ୍ରଦାନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ, ଆଉ ତା’ ପରେ: ଭିଡିଓ ଭାଇରାଲ୍
ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା।
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।
Viral
୮ ଥର ପଲଟିଲା କାର୍, ତଥାପି... : ଦେଖନ୍ତୁ ଭିଡିଓ
ସେମାନେ କାର୍ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।
Politics
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।
National
ଏମଆରଆଇ ସେଣ୍ଟରର ଚେଞ୍ଜିଂ ରୁମ୍ରେ ଲାଗିଥିଲା ମୋବାଇଲ, ଦେଖିଦେଲେ ମହିଳା
ଉକ୍ତ ମୋବାଇଲରେ ରେକର୍ଡ ହେଉଥିଲା ମହିଳାଙ୍କ ଆପତ୍ତିଜନକ ଭିଡିଓ। କିଛି ଦିନ ପୂର୍ବେ ଉକ୍ତ ଏମଆରଆଇ ସେଣ୍ଟରରେ କାମ ଆରମ୍ଭ କରିଥିବା ଜଣେ ଯୁବକ ହିଁ ଏପରି କାମ କରିଥିବା ଜଣାଯାଇଛି।