କୃଷକ ସମସ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରେ ରାହୁଲଙ୍କ ପଦଯାତ୍ରା

ହାଇଦ୍ରାବାଦ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆନ୍ଧ୍ରପ୍ରଦେଶର ଅନନ୍ତପୁରମଠାରୁ ୧୦ କିଲୋମିଟର ପଦଯାତ୍ରାରେ ବାହାରିଥିଲେ। ଏହି ଅବସରରେ ସେ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଜମି ଅଧିଗ୍ରହଣ ବିଲ କୃଷକଙ୍କ ହିତରେ ନୁହେଁ ବୋଲି ସେ ଏହି ଅବସରରେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକଙ୍କ ଜମି ହଡପ କରିବାକୁ ଚାହିଁଛି, ମାତ୍ର କଂଗ୍ରେସ ଏହା କରାଇ ଦେବ ନାହିଁ ବୋଲି ସେ କହିଥିଲେ। ରାହୁଲ […]

-rahulgandhiinap

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 12:24 PM IST

ହାଇଦ୍ରାବାଦ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆନ୍ଧ୍ରପ୍ରଦେଶର ଅନନ୍ତପୁରମଠାରୁ ୧୦ କିଲୋମିଟର ପଦଯାତ୍ରାରେ ବାହାରିଥିଲେ। ଏହି ଅବସରରେ ସେ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଜମି ଅଧିଗ୍ରହଣ ବିଲ କୃଷକଙ୍କ ହିତରେ ନୁହେଁ ବୋଲି ସେ ଏହି ଅବସରରେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକଙ୍କ ଜମି ହଡପ କରିବାକୁ ଚାହିଁଛି, ମାତ୍ର କଂଗ୍ରେସ ଏହା କରାଇ ଦେବ ନାହିଁ ବୋଲି ସେ କହିଥିଲେ।

ରାହୁଲ ପ୍ରଥମେ ଆବୁଲାଦେବାରା ଚେରୁବ ଗାଁରୁ ମମିଲା କଣ୍ଟାପାଲି ଗାଁ ଯାଇ କୃଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Related story