ଆଇଫୋନ୍‌ ୮: ଗ୍ରାହକଙ୍କ ମତ ଦର ତୁଳନାରେ ସୁବିଧା ନାହିଁ

ନିକଟରେ ଆପଲ କମ୍ପାନୀ ପକ୍ଷରୁ ଆଇଫୋନ୍‌-୮ ପ୍ଲସ ଲଞ୍ଚ କରାଯାଇଛି। ହେଲେ ଗ୍ରାହକଙ୍କ କହିବା ଅନୁଯାୟୀ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ଅନୁସାରେ ସେମିତି କିଛି ସୁବିଧା ଉପଲବ୍ଧ ନାହିଁ। ତେଣୁ ଏହି ଫୋନ୍‌ କିଣିବାକୁ ଗ୍ରାହକମାନେ ଅମଙ୍ଗ ହେଉଥିବା ଜଣାପଡ଼ିଛି। ୬୪ ଜିବି ବିଶିଷ୍ଟ ଏହି ଆଇଫୋନ୍‌ର ମୂଲ୍ୟ ରହିଛି ୬୪,୦୦୦ ଟଙ୍କା।  ସେହିପରି ୨୫୬ଜିବି ଫୋନ୍‌ର ମୂଲ୍ୟ ୭୭୦୦୦ ଟଙ୍କା ରହିଛି। ସେହିପରି ଆସନ୍ତା ନଭେମ୍ବର ୩ରେ ଆଇଫୋନ୍‌ x ଲଞ୍ଚ ହେବାକୁ ଯାଉଛି। […]

ifone

ifone

Rakesh Mallick
  • Published: Monday, 02 October 2017
  • Updated: 02 October 2017, 02:06 PM IST

Sports

Latest News

ନିକଟରେ ଆପଲ କମ୍ପାନୀ ପକ୍ଷରୁ ଆଇଫୋନ୍‌-୮ ପ୍ଲସ ଲଞ୍ଚ କରାଯାଇଛି। ହେଲେ ଗ୍ରାହକଙ୍କ କହିବା ଅନୁଯାୟୀ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ଅନୁସାରେ ସେମିତି କିଛି ସୁବିଧା ଉପଲବ୍ଧ ନାହିଁ। ତେଣୁ ଏହି ଫୋନ୍‌ କିଣିବାକୁ ଗ୍ରାହକମାନେ ଅମଙ୍ଗ ହେଉଥିବା ଜଣାପଡ଼ିଛି। ୬୪ ଜିବି ବିଶିଷ୍ଟ ଏହି ଆଇଫୋନ୍‌ର ମୂଲ୍ୟ ରହିଛି ୬୪,୦୦୦ ଟଙ୍କା।  ସେହିପରି ୨୫୬ଜିବି ଫୋନ୍‌ର ମୂଲ୍ୟ ୭୭୦୦୦ ଟଙ୍କା ରହିଛି। ସେହିପରି ଆସନ୍ତା ନଭେମ୍ବର ୩ରେ ଆଇଫୋନ୍‌ x ଲଞ୍ଚ ହେବାକୁ ଯାଉଛି। ୬୪ଜିବି ଫିଚର ଥିବା ଏହି ଆଇଫୋନ୍‌ xର ମୂଲ୍ୟ ୮୯,୦୦୦ ଟଙ୍କା ରହିଛି। ସେହିପରି ୨୫୬ଜିବି ଫୋନ୍‌ର ମୂଲ୍ୟ୧.୦୨ଲକ୍ଷ୍ ଟଙ୍କା ରହିଛି। ତେବେ ଆଇଫୋନ୍‌ ୮ ଗତ ସେପ୍ଟେମ୍ବରରେ ଲଞ୍ଚ ହେବା ପରେ ଏହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ପ୍ରକାଶ ପାଇଥିଲା।

ହେଲେ ଫୋନର ମୂଲ୍ୟ ଅନୁସାରେ ଆକର୍ଷଣୀୟ ଫିଚର ନ ଥିବା କେତେକେ ଗ୍ରାହକ ଆଇଏଏନଏସ ଗଣମାଧ୍ୟମକୁ କହିଛନ୍ତି। ଏହି ସ୍ମାର୍ଟଫୋନ୍‌ ଅପେକ୍ଷା ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ନୋଟ୍‌ ୮କୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଆଇଫୋନ୍‌୮କୁ ନେଇ କେବଳ ଭାରତ ନୁହଁ ଆମେରିକାରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଫୋନର ମୂଲ୍ୟ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ସେଭଳି ଫିଚର ନାହିଁ ବୋଲି କୁହାଯାଉଛି।

ସୌଜନ୍ୟ: ଆଜତକ୍‌

http://aajtak.intoday.in/story/lack-of-innovation-high-prices-discouraging-people-iphone-ttec-1-955701.html

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story