ଲଳିତ ମୋଦିଙ୍କ ପାଇଁ ୨୨ ବର୍ଷ ଧରି ମୁଁ ଓକିଲାତି କରିଛି:ସୁଷମାଙ୍କ ସ୍ୱାମୀ

ନୂଆଦିଲ୍ଲୀ: ଆଇପିଏଲ ଦୁର୍ନୀତିର ଅଭିଯୁକ୍ତ ଲଳିତ ମୋଦିଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ସୁଷମାଙ୍କ ପତି ସ୍ୱରାଜ କୌଶଳ ମାନିଛନ୍ତି ଯେ, ସେ ଦୀର୍ଘ ୨୨ ବର୍ଷ ଧରି ଲଳିତ ମୋଦିଙ୍କ ଓକିଲ ଥିଲେ। ସ୍ୱରାଜ କୌଶଳ ଏକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୦ ଆଇପିଏଲ ସମୟରେ ଏପ୍ରିଲ ୨୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ୱାଇର ଫୋର୍ ସିଜିନ୍ ହୋଟେଲରେ ରହିବା […]

susama

susama

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 04:44 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ଦୁର୍ନୀତିର ଅଭିଯୁକ୍ତ ଲଳିତ ମୋଦିଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ସୁଷମାଙ୍କ ପତି ସ୍ୱରାଜ କୌଶଳ ମାନିଛନ୍ତି ଯେ, ସେ ଦୀର୍ଘ ୨୨ ବର୍ଷ ଧରି ଲଳିତ ମୋଦିଙ୍କ ଓକିଲ ଥିଲେ। ସ୍ୱରାଜ କୌଶଳ ଏକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ୨୦୧୦ ଆଇପିଏଲ ସମୟରେ ଏପ୍ରିଲ ୨୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ୱାଇର ଫୋର୍ ସିଜିନ୍ ହୋଟେଲରେ ରହିବା ପାଇଁ ଲଳିତ ମୋଦି ତାଙ୍କୁ କହିଥିବା ସ୍ୱରାଜ କହିଛନ୍ତି। ହେଲେ ସ୍ୱରାଜ ରହିଥିବା ହୋଟଲର ବିଲ୍ ଆଇପିଏଲ ଦେଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ବିସିସିଆଇ କିମ୍ୱା ଆଇପିଏଲ କାମ ପାଇଁ ସେଠାକୁ ଯାଇ ନଥିଲେ। ଲଳିତଙ୍କ ଓକିଲ ହୋଇଥିବାରୁ ସେ ଆଇନ ପରାମର୍ଶଦାତା ରୂପରେ ସେଠାକୁ ଯାଇଥିବା ସ୍ୱରାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story