ନୂଆଦିଲ୍ଲୀ: ଆଇପିଏଲ ଦୁର୍ନୀତିର ଅଭିଯୁକ୍ତ ଲଳିତ ମୋଦିଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ସୁଷମାଙ୍କ ପତି ସ୍ୱରାଜ କୌଶଳ ମାନିଛନ୍ତି ଯେ, ସେ ଦୀର୍ଘ ୨୨ ବର୍ଷ ଧରି ଲଳିତ ମୋଦିଙ୍କ ଓକିଲ ଥିଲେ। ସ୍ୱରାଜ କୌଶଳ ଏକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୨୦୧୦ ଆଇପିଏଲ ସମୟରେ ଏପ୍ରିଲ ୨୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ୱାଇର ଫୋର୍ ସିଜିନ୍ ହୋଟେଲରେ ରହିବା ପାଇଁ ଲଳିତ ମୋଦି ତାଙ୍କୁ କହିଥିବା ସ୍ୱରାଜ କହିଛନ୍ତି। ହେଲେ ସ୍ୱରାଜ ରହିଥିବା ହୋଟଲର ବିଲ୍ ଆଇପିଏଲ ଦେଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ବିସିସିଆଇ କିମ୍ୱା ଆଇପିଏଲ କାମ ପାଇଁ ସେଠାକୁ ଯାଇ ନଥିଲେ। ଲଳିତଙ୍କ ଓକିଲ ହୋଇଥିବାରୁ ସେ ଆଇନ ପରାମର୍ଶଦାତା ରୂପରେ ସେଠାକୁ ଯାଇଥିବା ସ୍ୱରାଜ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।