ବିରୋଧୀ ଦଳ ନେତା ଥିଲେ, ଏବେ ହେବେ ଉପ ମୁଖ୍ୟମନ୍ତ୍ରୀ

ପାଣାଜୀ: ଗୋଆ ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରକାନ୍ତ କାଭଲେକର ବିଜେପିରେ ଯୋଗଦେଇଛନ୍ତି। ଏହି ଯୋଗଦାନ ପରେ ବିଜେପି ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ତାଙ୍କୁ ଏଯାଏ କୌଣସି ବିଭାଗ ମିଳିନାହିଁ। ତେବେ ଚନ୍ଦ୍ରକାନ୍ତଙ୍କୁ ଗୋଆର ଉପମୁଖ୍ୟମନ୍ତ୍ରୀ କରି କଂଗ୍ରେସକୁ ଚକମା ଦେବାକୁ କ୍ଷମତାସୀନ ବିଜେପି ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଆସନ୍ତାକାଲି ଚନ୍ଦ୍ରକାନ୍ତ ଗୋଆର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, “କଂଗ୍ରେସ ଛାଡ଼ି […]

sw

sw

Hemant Lenka
  • Published: Sunday, 14 July 2019
  • Updated: 14 July 2019, 03:24 PM IST

Sports

Latest News

ପାଣାଜୀ: ଗୋଆ ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରକାନ୍ତ କାଭଲେକର ବିଜେପିରେ ଯୋଗଦେଇଛନ୍ତି। ଏହି ଯୋଗଦାନ ପରେ ବିଜେପି ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି।

ତାଙ୍କୁ ଏଯାଏ କୌଣସି ବିଭାଗ ମିଳିନାହିଁ। ତେବେ ଚନ୍ଦ୍ରକାନ୍ତଙ୍କୁ ଗୋଆର ଉପମୁଖ୍ୟମନ୍ତ୍ରୀ କରି କଂଗ୍ରେସକୁ ଚକମା ଦେବାକୁ କ୍ଷମତାସୀନ ବିଜେପି ସରକାର ଯୋଜନା କରୁଥିବା ଜଣାପଡ଼ିଛି।

ଆସନ୍ତାକାଲି ଚନ୍ଦ୍ରକାନ୍ତ ଗୋଆର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, “କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୧୦ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଆସନ୍ତାକାଲି ସେମାନଙ୍କୁ ବିଭାଗ ବଣ୍ଟନ କରାଯିବ। ତେବେ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଚନ୍ଦ୍ରକାନ୍ତଙ୍କୁ ଗୋଆର ଉପମୁଖ୍ୟମନ୍ତ୍ରୀ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story