ଅଧିକ କର୍ମଚାରୀ ନିଯୁକ୍ତି ନେଇ ଉପାଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ମହିଳା ଆୟୋଗରେ ଆବଶ୍ୟକ ଠାରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ମାମଲାରେ ଉପାଧ୍ୟକ୍ଷା ସ୍ୱାତୀ ମଣିବାଲଙ୍କ ବିରୋଧରେ ଆୟୋଗର ପୂର୍ବ ଉପାଧ୍ୟକ୍ଷା ବର୍ଖା ସୁକ୍ଲା ସିଂଙ୍କ ଅଭିଯୋଗ ଆଣିଥିଲେ। ଅଗିଯୋଗର ସତ୍ୟତା ଜାଣିବା ପାଇଁ ଆଣ୍ଟି କରପସନ୍ ବ୍ୟୁରୋ ଡିସିଡବ୍ଲ୍ୟୁ ଯାଇ ନଥିପତ୍ର ଛାନଭିନ କରିବା ସହ ଆୟୋଗର ଉପାଧ୍ୟକ୍ଷାଙ୍କୁ ପଚରାଉଚୁରା କରିବା ପରେ ସୋମବାର ବିଳମ୍ବିତ ରାତିରେ ସ୍ୱାତୀ ମଣିବାଲ ଓ ଅନ୍ୟମାନଙ୍କ ବିରୋଧରେ ଏହି ମାମଲାକୁ ନେଇ ମୋକଦ୍ଦମା ଜାରି କରିଛନ୍ତି। […]

mahila-ayog

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 02:46 PM IST

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ମହିଳା ଆୟୋଗରେ ଆବଶ୍ୟକ ଠାରୁ ଅଧିକ କର୍ମଚାରୀଙ୍କ ନିଯୁକ୍ତି ମାମଲାରେ ଉପାଧ୍ୟକ୍ଷା ସ୍ୱାତୀ ମଣିବାଲଙ୍କ ବିରୋଧରେ ଆୟୋଗର ପୂର୍ବ ଉପାଧ୍ୟକ୍ଷା ବର୍ଖା ସୁକ୍ଲା ସିଂଙ୍କ ଅଭିଯୋଗ ଆଣିଥିଲେ। ଅଗିଯୋଗର ସତ୍ୟତା ଜାଣିବା ପାଇଁ ଆଣ୍ଟି କରପସନ୍ ବ୍ୟୁରୋ ଡିସିଡବ୍ଲ୍ୟୁ ଯାଇ ନଥିପତ୍ର ଛାନଭିନ କରିବା ସହ ଆୟୋଗର ଉପାଧ୍ୟକ୍ଷାଙ୍କୁ ପଚରାଉଚୁରା କରିବା ପରେ ସୋମବାର ବିଳମ୍ବିତ ରାତିରେ ସ୍ୱାତୀ ମଣିବାଲ ଓ ଅନ୍ୟମାନଙ୍କ ବିରୋଧରେ ଏହି ମାମଲାକୁ ନେଇ ମୋକଦ୍ଦମା ଜାରି କରିଛନ୍ତି। ଏସିବି ମୁଖ୍ୟ  ମୁକେଶ କୁମାର ମାଣିଙ୍କ କହିବାନୁଯାୟୀ, ଅଭିଯୋଗ ଏବଂ କାଗଜପତ୍ରର ତଥ୍ୟ ଅନୁଯାୟୀ ସତ୍ୟତାର ଛାନଭିନ କରାଯିବ। ସେପଟେ ସ୍ୱାତୀ ମାଲିବାଲ ନିଯୁକ୍ତି କାର୍ଯ୍ୟକ୍ରମ ନିୟମ ମୁତାବକ କରାଯାଇଥିବା ବେଳେ ଏହି ଅଭିଯୋଗ ମାମଲା ଏକ ସଡଯନ୍ତ୍ର ବୋଲି କହିଛନ୍ତି।

Related story