ମେନ୍‌ହଟ୍ଟନରେ ବିସ୍ଫୋରଣ, ୨୯ ଆହତ

ନ୍ୟୁୟର୍କ: ଆମେରିର ମେନ୍‌ହଟ୍ଟନ ୱେଷ୍ଟ ୨୩ ଷ୍ଟ୍ରିଟ୍‌ ୬ ଏଭନ୍ୟୁ ନିକଟରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ  ୨୯ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ  ଆରମ୍ଭ କରିଛି। ପଇନ୍‌ ପ୍ରାବାଇଜେଡ୍‌ ଡିବାଇଜ୍‌ ମାଧ୍ୟମରେ ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ବିସ୍ଫୋରକକୁ ଏକ ଅଳିଆ ଡବାରେ ଲୁଚାଇ ରଖାଯାଇଥିଲା। ନିୟୁର୍କ ମେୟର […]

us

us

Rakesh Mallick
  • Published: Sunday, 18 September 2016
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ଆମେରିର ମେନ୍‌ହଟ୍ଟନ ୱେଷ୍ଟ ୨୩ ଷ୍ଟ୍ରିଟ୍‌ ୬ ଏଭନ୍ୟୁ ନିକଟରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ  ୨୯ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ  ଆରମ୍ଭ କରିଛି। ପଇନ୍‌ ପ୍ରାବାଇଜେଡ୍‌ ଡିବାଇଜ୍‌ ମାଧ୍ୟମରେ ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ବିସ୍ଫୋରକକୁ ଏକ ଅଳିଆ ଡବାରେ ଲୁଚାଇ ରଖାଯାଇଥିଲା।

ନିୟୁର୍କ ମେୟର କହିଛନ୍ତି,“ ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ଥିବା କିଛି ସ୍ପଷ୍ଟ ସୂଚନା ମିଳିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story