କ୍ଷତିରେ ମାଲେସିଆ: ତେଲ ନେବା ପାଇଁ ଭାରତକୁ କଲା ଅନୁରୋଧ

ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଯେ ବଡ଼ ବଜାର ପୁଣିଥରେ ପ୍ରମାଣିତ ହୋଇଛି। ଭାରତ ମାଲେସିଆ ପାଖରୁ ପାମୋଲିନ୍‌ ତେଲ ନେବ ନାହିଁ ବୋଲି ଘୋଷଣା କରିବା ପରେ ଏବେ ପୁଣି ଥରେ ଭାରତକୁ ତେଲ ରପ୍ତାନୀ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରିଛି ମାଲେସିଆ। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ କରିଥିଲା ମାଲେସିଆ । ଏହାପରେ ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। […]

modi with malesia pm

modi with malesia pm

Subhransu Sekhar
  • Published: Thursday, 24 October 2019
  • Updated: 24 October 2019, 08:13 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଯେ ବଡ଼ ବଜାର ପୁଣିଥରେ ପ୍ରମାଣିତ ହୋଇଛି। ଭାରତ ମାଲେସିଆ ପାଖରୁ ପାମୋଲିନ୍‌ ତେଲ ନେବ ନାହିଁ ବୋଲି ଘୋଷଣା କରିବା ପରେ ଏବେ ପୁଣି ଥରେ ଭାରତକୁ ତେଲ ରପ୍ତାନୀ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରିଛି ମାଲେସିଆ।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ କରିଥିଲା ମାଲେସିଆ । ଏହାପରେ ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଆଜି ମାଲେସିଆର ବ୍ୟବସାୟ ମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଅନ୍ୟ ଦେଶ ମାଲେସିଆର ପାମୋଲିନ ତେଲ କିଣନ୍ତୁ। ଏଥିପାଇଁ ଭାରତ ସହିତ ଅନ୍ୟାନ୍ୟ ଦେଶମାନଙ୍କ ସହ ଆଲୋଚନା ଚାଲିଛି।

ଏହାପୂର୍ବରୁ କିନ୍ତୁ ମଙ୍ଗଳବାର ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ କହିଥିଲେ, ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ଆଗାମୀ ଦିନରେ ମଧ୍ୟ ସେ ଏହି ନିଷ୍ପତ୍ତି ଉପରେ କାଏମ ରହିବ। କାହା କଥାରେ ପରିଚାଳିତ ହୋଇ ନୁହେଁ। ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ବଦଳାଇବନି ମାଲେସିଆ। ହେଲେ ଭାରତ ଭଳି ଦେଶ ସହିତ ବ୍ୟବସାୟିକ ବିବାଦ ନରଖିବାକୁ ମାଲେସିଆ ଚାହୁଁଛି ବୋଲି ମାଲେସିଆ ବ୍ୟବସାୟିକ ମନ୍ତ୍ରୀଙ୍କ ମନ୍ତବ୍ୟରୁ ଆଶଙ୍କା କରାଯାଉଛି।

ଗତମାସରେ ଜାତିସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏହି ଅବସରରେ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆକ୍ରମଣାତ୍ମକ ବୋଲି କହିଥିଲା ମାଲେସିଆ। ଭାରତର ଏଭଳି ନିଷ୍ପତ୍ତି ବେଆଇନ। ସମସ୍ୟାର ସମାଧାନ ପାଇଁ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଦରକାର ବୋଲି ମାଲେସିଆ କହିଥିଲା। ଯାହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ରଖିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ ମାଲେସିଆ ସହ ଭାରତର ସମ୍ପର୍କ ପାରମ୍ପରିକ ଭାବରେ ଭଲ ରହିଛି। କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ସେଥିପାଇଁ ଭାରତ ଅସନ୍ତୋଷ ପ୍ରକାଶ କରିଛି। ଏହାପରେ ଭାରତ ମାଲେସିଆ ପାଖରୁ ପାମୋଲିନ ତେଲ ଆମଦାନୀ ବନ୍ଦ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story