ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି: ମମତା

କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି […]

Mamata Banerji lashes out at TMC leaders who chose to join bjp

Subhransu Sekhar
  • Published: Wednesday, 19 June 2019
  • Updated: 19 June 2019, 01:42 PM IST

Sports

Latest News

କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି।

ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି ଯାଆନ୍ତୁ ବୋଲି ମମତା ବାନାର୍ଜୀ କହିଛନ୍ତି। ବିଶ୍ୱାସଘାତକଙ୍କ ବଦଳରେ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ସେ ଉପଯୁକ୍ତ ସ୍ଥାନ ଦେବେ ବୋଲି ମମତା କହିଛନ୍ତି।

ପଶ୍ଚିମବଙ୍ଗ ବନଗାଓଁର ଟିଏମସି ବିଧାୟକ ବିଶ୍ୱଜିତ୍ ଦାସ, ୧୨ ଜଣ କାଉନସିଲର ଓ କଂଗ୍ରେସ ମୁଖପାତ୍ର ପ୍ରସନ୍ନଜିତ ଘୋଷ ଗତକାଲି ଦିଲ୍ଲୀରେ ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ଥିଲେ।

ସେହିପରି ସୋମବାର ଦିନ ନୋପାରର ଟିଏମସି ବିଧାୟକ ସୁନୀଲ ସିଂହ, ୧୫ ଜଣ ଟିଏମସି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ବିଜେପିରେ ଯୋଗଦେଇଥିଲେ। ତେବେ ଏହା ପୂର୍ବରୁ ଦଳ ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ ମମତା କହିଥିଲେ ସେ ଏଥିପାଇଁ ବ୍ୟତିବସ୍ତ ନାହାନ୍ତି।

୨୦୧୪ରେ ପଶ୍ଚିମବଙ୍ଗରେ ବିଜେପିର ମାତ୍ର ୨ଜଣ ସାଂସଦ ଥିଲେ। ଚଳିତଥର କିନ୍ତୁ ଏହା ବଢ଼ି ୧୮ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story