ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେଲେ ଦିଦି, ଏଣିକି ହେକ୍ଟର ପିଛା ମିଳିବ ୫,୦୦୦ ଟଙ୍କା

କୋଲକତା:ପୁରୁଣା ବର୍ଷ ବିଦାୟ ନେଇ ଏବେ ଆସିଛି ନୂଆ ବର୍ଷ । ତେବେ ଏହି ନବ ବର୍ଷ ଅବସରରେ ରାଜନୈତିକ ଦଳ ଗୁଡ଼ିକର ନଜର ଲୋକସଭା ନିର୍ବାଚନ ଉପରେ ରହିଛି। ସାଧାରଣ ଜନତାଙ୍କୁ ଲୋଭେଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ବି କରୁଛନ୍ତି। ପୂର୍ବରୁ ୩ ରାଜ୍ୟରେ କୃଷି ଋଣ ଛାଡ଼ି କଂଗ୍ରେସ ଚର୍ଚ୍ଚାରେ ଥିବା ବେଳେ ଏବେ ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ଚାଷୀ ଅଛନ୍ତି। ଏହିପରିପ୍ରକ୍ଷୀରେ ପଞ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାଷୀମାନଙ୍କୁ ନୂଆ […]

mamata-banerjee-1-644x362

mamata-banerjee-1-644x362

Tapas Behera
  • Published: Tuesday, 01 January 2019
  • Updated: 01 January 2019, 08:35 PM IST

Sports

Latest News

କୋଲକତା:ପୁରୁଣା ବର୍ଷ ବିଦାୟ ନେଇ ଏବେ ଆସିଛି ନୂଆ ବର୍ଷ । ତେବେ ଏହି ନବ ବର୍ଷ ଅବସରରେ ରାଜନୈତିକ ଦଳ ଗୁଡ଼ିକର ନଜର ଲୋକସଭା ନିର୍ବାଚନ ଉପରେ ରହିଛି। ସାଧାରଣ ଜନତାଙ୍କୁ ଲୋଭେଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ବି କରୁଛନ୍ତି। ପୂର୍ବରୁ ୩ ରାଜ୍ୟରେ କୃଷି ଋଣ ଛାଡ଼ି କଂଗ୍ରେସ ଚର୍ଚ୍ଚାରେ ଥିବା ବେଳେ ଏବେ ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ଚାଷୀ ଅଛନ୍ତି।

ଏହିପରିପ୍ରକ୍ଷୀରେ ପଞ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାଷୀମାନଙ୍କୁ ନୂଆ ବର୍ଷର ଭେଟି ଦେଇଛନ୍ତି। ଚାଷୀମାନଙ୍କୁ ଏକର ପ୍ରତି ବାର୍ଷିକ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମମତା। ‘କୃଷକ ବନ୍ଧୁ’ ନାମରେ ଏହି ଯୋଜନା ଘୋଷଣା କରାଯାଇଛି। ଏଥିସହ ୧୮ରୁ ୬୦ ବର୍ଷର ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରାଯାଇଛି।

ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୭୨ ଲକ୍ଷ ପରିବାର କୃଷି ଉପରେ ନିର୍ଭରଶୀଳ। ଆମର ଟିଏମସି ସରକାର ସବୁ ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ ପ୍ରତ୍ୟେକ ଚାଷୀଙ୍କୁ ଏକର ପ୍ରତି ୫୦୦୦ ଟଙ୍କାର ଆର୍ଥିକ ସମହାୟତା ଯୋଗାଇଦେବ। ଏହି ଯୋଜନା ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ ବୋଲି ମମତା କହିଛନ୍ତି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମମତା କହିଥିଲେ ଯେ, ଏ ପର୍ଯ୍ୟନ୍ତ କେହି ଚାଷୀ ସେଠାରେ ଅପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story