ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଲେ ମମତାଙ୍କ ପୁତୁରା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଛନ୍ତି। ବୁଧବାର ଡାଇମଣ୍ଡ ହାର୍ବର ଠାରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ ଓ ଏଥିପାଇଁ ତାଙ୍କ ସମ୍ମାନହାନି ହୋଇଛି ବୋଲି ଏଥିରେ ଦର୍ଶାଯାଇଛି। ଶ୍ରୀ ବାନାର୍ଜୀ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ମୋଦିଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଏହି ନୋଟିସରେ କୁହାଯାଇଛି। ଡାଇମଣ୍ଡ ହାର୍ବର ଆସନରୁ […]

yy

yy

Hemant Lenka
  • Published: Saturday, 18 May 2019
  • Updated: 18 May 2019, 08:55 PM IST

Sports

Latest News

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଛନ୍ତି। ବୁଧବାର ଡାଇମଣ୍ଡ ହାର୍ବର ଠାରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ ଓ ଏଥିପାଇଁ ତାଙ୍କ ସମ୍ମାନହାନି ହୋଇଛି ବୋଲି ଏଥିରେ ଦର୍ଶାଯାଇଛି। ଶ୍ରୀ ବାନାର୍ଜୀ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ମୋଦିଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଏହି ନୋଟିସରେ କୁହାଯାଇଛି।

ଡାଇମଣ୍ଡ ହାର୍ବର ଆସନରୁ ଅଭିଷେକ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେପିର ନିଲଞ୍ଜନ ରୟ ପ୍ରାର୍ଥୀ ହୋଇଛନ୍ତି।

ମୋଦି ପ୍ରଚାର ବେଳେ କହିଥିଲେ ଯେ “ବୁଆ-ଭତିଜାଙ୍କ ଶାସନ ସମୟରେ ପଶ୍ଚିମବଙ୍ଗ ରସାତଳକୁ ଚାଲିଗଲାଣି। କିନ୍ତୁ ଏବେ ଲୋକେ ସେମାନଙ୍କୁ ଜବାବ ଦେବେ। ବର୍ତ୍ତମାନ ପଶ୍ଚିମବଙ୍ଗରେ ଗଣତନ୍ତ୍ର ଗୁଣ୍ଡାତନ୍ତ୍ରରେ ପରିଣତ ହୋଇଗଲାଣି। ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଲୋକଙ୍କ ଜୀବନକୁ ନର୍କ କରିଦେଲେଣି। କିନ୍ତୁ ଏବେ ଗୁଣ୍ଡାତନ୍ତ୍ରର ଦିନ ଶେଷ ହେବାକୁ ବସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story