ହତ୍ୟା ଅଭିଯୁକ୍ତକୁ କୋର୍ଟ ଭିତରେ ହତ୍ୟା

ବିଜନୋର: ମଙ୍ଗଳବାର ଉତ୍ତରପ୍ରଦେଶର ବିଜ୍‌ନୋର କୋର୍ଟରେ ଜଣେ ବିଏସ୍‌ପି ନେତାଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା କରାଯାଇଛି। ୩ ଜଣ ହତ୍ୟାକାରୀ କୋର୍ଟ ପରିସରରେ ପଶି ଏଭଳି ହତ୍ୟା କରିଛନ୍ତି। ଶୁଣାଣି ଚାଲିଥିବା ସମୟରେ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏଭଳି ଘଟଣା ଘଟିଛି। ଏଥିରେ ସିଜେଏମ୍‌ ଯୋଗେଶ କୁମାର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଜଣେ କନ୍‌ଷ୍ଟେବଲ ଏଥିରେ ଆହତ ହୋଇଛନ୍ତି। ହତ୍ୟା ଅଭିଯୁକ୍ତ ଶାହସୱାଜ୍‌ ଜବ୍ବର ଅହମ୍ମଦର ସହଯୋଗୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି। […]

up

up

Subrat Kumar Nayak
  • Published: Tuesday, 17 December 2019
  • Updated: 17 December 2019, 05:07 PM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ବିଜନୋର: ମଙ୍ଗଳବାର ଉତ୍ତରପ୍ରଦେଶର ବିଜ୍‌ନୋର କୋର୍ଟରେ ଜଣେ ବିଏସ୍‌ପି ନେତାଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା କରାଯାଇଛି। ୩ ଜଣ ହତ୍ୟାକାରୀ କୋର୍ଟ ପରିସରରେ ପଶି ଏଭଳି ହତ୍ୟା କରିଛନ୍ତି। ଶୁଣାଣି ଚାଲିଥିବା ସମୟରେ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏଭଳି ଘଟଣା ଘଟିଛି।

ଏଥିରେ ସିଜେଏମ୍‌ ଯୋଗେଶ କୁମାର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଜଣେ କନ୍‌ଷ୍ଟେବଲ ଏଥିରେ ଆହତ ହୋଇଛନ୍ତି। ହତ୍ୟା ଅଭିଯୁକ୍ତ ଶାହସୱାଜ୍‌ ଜବ୍ବର ଅହମ୍ମଦର ସହଯୋଗୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ଚଳିତବର୍ଷ ମେ ୨୮ ତାରିଖରେ ବିଏସ୍‌ପି ନେତା ଏହାସାନ୍‌ ଅନସାରୀ ଏବଂ ତାଙ୍କ ପୁତୁରାଙ୍କ ହତ୍ୟା ହୋଇଥିଲା। ଆଜିର ଘଟଣା ଏହାର ପ୍ରତିଶୋଧରେ ହୋଇଥିବା କୁହାଯାଉଛି। ଏସ୍‌ପି ବିଜନୋର ସଞ୍ଜୀବ ତ୍ୟାଗୀ କହିଛନ୍ତି, ଏହି ଘଟଣାରେ ୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଯଦିଓ କୋର୍ଟ ପରିସରରେ ହତ୍ୟାକାଣ୍ଡ ଚିନ୍ତାଜନକ, ସାହିଲ ସମେତ ୩ ଜଣଙ୍କୁ ଗିରଫ କରାଯିବା ମଧ୍ୟ ବଡ଼ କଥା। ଏହାସାନ୍‌ ଅନସାରୀଙ୍କ ପୁଅ ସାହିଲ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହି ହତ୍ୟା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story