ପ୍ରେମିକାର ଚରିତ୍ରକୁ ସନ୍ଦେହ, ହତ୍ୟାକାରୀ ସାଜିଲା ପ୍ରେମିକ

ନାଗପୁର: ପ୍ରେମ ସମ୍ପର୍କରେ ସବୁଠାରୁ ବଡ଼ କଥା ହେଲା ବିଶ୍ୱାସ। ତେବେ ବିଶ୍ୱାସ ଯେତେବେଳେ ସନ୍ଦେହ ଆଡ଼କୁ ଗତି କରେ, ପ୍ରେମରେ ଦେଖାଦିଏ ଫାଟ। ଏହି ଫାଟ ସମୟକ୍ରମେ ଏତେ ବଢ଼ିଯାଏ ଯେ ପ୍ରେମିକ ହତ୍ୟାକାରୀ ସାଜିବାକୁ ମଧ୍ୟ ପଛାଏ ନାହିଁ। ଏଭଳି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ନିଜ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଜଣେ ପ୍ରେମିକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ତା’ ନିଜ ହାତରେ ପ୍ରେମିକାକୁ ହତ୍ୟା କରିଛି। ମୃତ ଯୁବତୀ ଜଣଙ୍କ […]

gh

gh

Hemant Lenka
  • Published: Monday, 15 July 2019
  • Updated: 15 July 2019, 09:26 PM IST

Sports

Latest News

ନାଗପୁର: ପ୍ରେମ ସମ୍ପର୍କରେ ସବୁଠାରୁ ବଡ଼ କଥା ହେଲା ବିଶ୍ୱାସ। ତେବେ ବିଶ୍ୱାସ ଯେତେବେଳେ ସନ୍ଦେହ ଆଡ଼କୁ ଗତି କରେ, ପ୍ରେମରେ ଦେଖାଦିଏ ଫାଟ। ଏହି ଫାଟ ସମୟକ୍ରମେ ଏତେ ବଢ଼ିଯାଏ ଯେ ପ୍ରେମିକ ହତ୍ୟାକାରୀ ସାଜିବାକୁ ମଧ୍ୟ ପଛାଏ ନାହିଁ।

ଏଭଳି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ନିଜ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଜଣେ ପ୍ରେମିକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ତା’ ନିଜ ହାତରେ ପ୍ରେମିକାକୁ ହତ୍ୟା କରିଛି। ମୃତ ଯୁବତୀ ଜଣଙ୍କ ହେଲେ ଖୁସି ପରିହର। ତାଙ୍କ ଘର ନାଗପୁରରେ। ସେ ମଡେଲିଂ କରୁଥିଲେ।

ମଡେଲିଂ ସମୟରେ ଖୁସି ଅଶ୍ରଫ ଶେଖଙ୍କ ପ୍ରେମରେ ପଡ଼ିଥିଲେ। କିଛି ଦିନ ସବୁ କିଛି ଠିକ୍‌ଠାକ ଚାଲିଥିଲା। ହେଲେ ଅନ୍ୟ ଯୁବକମାନଙ୍କ ସହ ଖୁସି କଥାବାର୍ତ୍ତା କରିବା ଅଶ୍ରଫ୍‌ଙ୍କୁ ପସନ୍ଦ ଆସି ନଥିଲା। ଖୁସିଙ୍କୁ ସେ ବାରମ୍ବାର ବାରଣ କରିଥିଲେ ହେଁ ମଡେଲିଂ କରୁଥିବା ଖୁସି ଏକଥାକୁ ଧ୍ୟାନ ଦେଇ ନଥିଲେ।

ଶେଷରେ ଅଶ୍ରଫ ଜୁଲାଇ ୧୨ରେ ଖୁସିଙ୍କୁ ନିଜ କାରରେ ନେଇ ଏକ ନିଛାଟିଆ ସ୍ଥାନରେ ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିଲେ।

ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ଅଶ୍ରଫ ପ୍ରେମିକା ଖୁସିଙ୍କ ମୁହଁକୁ ଛେଚି ଛେଚି ନଷ୍ଟ କରିଦେଇଥିଲେ। ପୁଲିସ୍‌ ଏହି ଘଟଣାରେ ଅଶ୍ରଫଙ୍କୁ ଗିରଫ କରିଛି। ଅଶ୍ରଫ୍ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story