ଉପରେ ଚଢ଼ି ଚାଲିଗଲା ଟ୍ରେନ୍‌, କିନ୍ତୁ...

ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ଉପରେ ଏକ ମାଲବାହୀ ଟ୍ରେନ୍‌ ଚାଲିଯାଇଥିଲେ ହେଁ ସେ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ଶୋଇ ରହିଥିବା ବେଳେ ତାଙ୍କ ଉପରେ ପୂରା ଟ୍ରେନ୍‌ଟି ଦ୍ରୁତ ଗତିରେ ଚାଲିଯାଇଛି। ବ୍ୟକ୍ତି ଜଣଙ୍କ ଟ୍ରାକ ଡେଇଁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଉଥିବା ବେଳେ ହଠାତ୍‌ […]

fu

fu

Hemant Lenka
  • Published: Monday, 19 November 2018
  • Updated: 19 November 2018, 07:40 PM IST

Sports

Latest News

ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ଉପରେ ଏକ ମାଲବାହୀ ଟ୍ରେନ୍‌ ଚାଲିଯାଇଥିଲେ ହେଁ ସେ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ଶୋଇ ରହିଥିବା ବେଳେ ତାଙ୍କ ଉପରେ ପୂରା ଟ୍ରେନ୍‌ଟି ଦ୍ରୁତ ଗତିରେ ଚାଲିଯାଇଛି।

ବ୍ୟକ୍ତି ଜଣଙ୍କ ଟ୍ରାକ ଡେଇଁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଉଥିବା ବେଳେ ହଠାତ୍‌ ଟ୍ରେନ୍‌ଟି ଚାଲି ଆସିଥିଲା। କୌଣସି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ଜୀବନ ବଞ୍ଚାଇବାକୁ ଶୋଇପଡ଼ିଥିଲେ। ଏହି ସମୟରେ ଟ୍ରେନ୍‌ଟି ତାଙ୍କ ଉପର ଦେଇ ଅତିକ୍ରମ କରିଥିଲା। ସେହି ସମୟରେ ପ୍ଲାଟଫର୍ମରେ ଥିବା ଦୁଇ ଜଣ ଯୁବକ ଏହି ଦୃଶ୍ୟର ଶୁଟିଂ କରିଥିଲେ। ଟ୍ରେନ୍‌ଟି ଅତିକ୍ରମ କରିବା ପରେ ବ୍ୟକ୍ତି ଜଣଙ୍କ ଜୀବିତ ଅବସ୍ଥାରେ ଉଠି ବସିଥିଲେ। ଏହି ସମୟରେ ସେ ଭୟରେ ଥରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ସେଇ ଲୋମଟାଙ୍କୁରା ଦୃଶ୍ୟର ଭିଡିଓ
https://twitter.com/twitter/statuses/1064137200353202176

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story