୨୦ ଟଙ୍କା ପାଇଁ ୪୧ ବର୍ଷର ଆଇନ ଯୁଦ୍ଧ

ଭୋପାଲ: ୨୦ ଟଙ୍କା ଚୋରି କରିଥିବା ଅଭିଯୋଗରେ ଫସିଥିବା ଜଣେ ବ୍ୟକ୍ତି ଦୀର୍ଘ ୪୧ ବର୍ଷ ପରେ ଏହି ଅପବାଦରୁ ମୁକ୍ତି ପାଇଛନ୍ତି। ଗ୍ୱାଲିୟର ଠାରେ ଗତକାଲି ବସିଥିବା ଲୋକ ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛନ୍ତି। ଅଭିଯୁକ୍ତ ଇସ୍ମାଇଲ ଖାନ୍‌ ଏକ ଅଣ୍ଡରଟେକିଂ ଲେଖିବା ପରେ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ(ଜେଏମଏଫ୍‌ସି) ଅନୀଲ କୁମାର ନାମଦେଓ ତାଙ୍କୁ ଖଲାସ କରିଦେଇଛନ୍ତି। ଅଭିଯୋଗକାରୀ ବାବୁଲାଲଙ୍କ କହିବା ଅନୁଯାୟୀ, “୧୯୭୮ ମସିହାରେ ସେ ଏକ ବସ୍‌ ଟିକେଟ୍‌ କିଣିବା […]

ty

ty

Hemant Lenka
  • Published: Sunday, 14 July 2019
  • Updated: 14 July 2019, 05:33 PM IST

Sports

Latest News

ଭୋପାଲ: ୨୦ ଟଙ୍କା ଚୋରି କରିଥିବା ଅଭିଯୋଗରେ ଫସିଥିବା ଜଣେ ବ୍ୟକ୍ତି ଦୀର୍ଘ ୪୧ ବର୍ଷ ପରେ ଏହି ଅପବାଦରୁ ମୁକ୍ତି ପାଇଛନ୍ତି। ଗ୍ୱାଲିୟର ଠାରେ ଗତକାଲି ବସିଥିବା ଲୋକ ଅଦାଲତ ଉକ୍ତ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛନ୍ତି। ଅଭିଯୁକ୍ତ ଇସ୍ମାଇଲ ଖାନ୍‌ ଏକ ଅଣ୍ଡରଟେକିଂ ଲେଖିବା ପରେ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ(ଜେଏମଏଫ୍‌ସି) ଅନୀଲ କୁମାର ନାମଦେଓ ତାଙ୍କୁ ଖଲାସ କରିଦେଇଛନ୍ତି।

ଅଭିଯୋଗକାରୀ ବାବୁଲାଲଙ୍କ କହିବା ଅନୁଯାୟୀ, "୧୯୭୮ ମସିହାରେ ସେ ଏକ ବସ୍‌ ଟିକେଟ୍‌ କିଣିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇସ୍ମାଇଲ୍‌ ତାଙ୍କ ପକେଟରୁ ୨୦ ଟଙ୍କା ଚୋରି କରିଥିଲେ। ଏନେଇ ମୁଁ ଇସ୍ମାଇଲ୍‌ ବିରୋଧରେ ଏଫ୍‌ଆଇଆର କରିଥିଲି। ସେ କିଛିଦିନ ଜେଲରେ ରହିବା ପରେ ଜାମିନ ପାଇ ଖଲାସ ହୋଇଥିଲେ। ଏହି ଚୋରି ମାମଲାରେ କୋର୍ଟର ପ୍ରତ୍ୟେକ ଶୁଣାଣିକୁ ଆସୁଥିଲେ।

ହେଲେ ୨୦୦୪ରେ ସେ ଆସିବା ବନ୍ଦ କରିଦେଇଥିଲେ। ଏହାପରେ ତାଙ୍କ ନାଁରେ ଏକ ୱାରେଣ୍ଟ ଜାରି ହୋଇଥିଲା। ତାଙ୍କୁ ପୁଲିସ୍‌ ଗିରଫ କରି ୩ ମାସ ଯାଏ ଜେଲରେ ରଖିଥିଲା। ଇସ୍ମାଇଲ୍‌ଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଜାମିନ୍‌ ଆବେଦନ ପାଇଁ ମଧ୍ୟ ଦରଖାସ୍ତ ପକାଇ ପାରି ନଥିଲେ। ଏହି କାରଣରୁ ଜେଏମଏଫ୍‌ସି ଆମକୁ ଲୋକ ଅଦାଲତକୁ ଡାକି ମାମଲାର ସମାଧାନ କରିଛନ୍ତି।”

ବାବୁଲାଲଙ୍କୁ ଏବେ ୬୧ ବର୍ଷ ହୋଇଥିବା ବେଳେ ଇସ୍ମାଇଲଙ୍କ ବୟସ ୬୮।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story