ହାତୀକୁ ହିପ୍ନୋଟାଇଜ୍‌ କରିବା ପଡ଼ିଲା ମହଙ୍ଗା, ଯୁବକଙ୍କୁ ପାଦରେ ଦଳିଦେଲା

ନୂଆଦିଲ୍ଲୀ:ହାତୀକୁ ହିପ୍ନୋଟାଇଜ୍‌(ସମ୍ମୋହନ) କରିବା ମହଙ୍ଗା ପଡ଼ିଲା। ହାତୀକୁ ସମ୍ମୋହନ କରିବା ଯୁବକଙ୍କ ପାଇଁ କାଳ ହୋଇଛି। ଏଥିରେ ହାତୀ ଉତ୍ତେଜିତ ହୋଇ ସମ୍ପୃକ୍ତ ଯୁବକଙ୍କୁ ଦଳି ମାରିଦେଇଛି। ଶ୍ରୀଲଙ୍କାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଶ୍ରୀଲଙ୍କାରେ ଏକ ଜାତୀୟ ପାର୍କରେ  ଜଣେ ଯୁବକ ଏକ ହାତୀକୁ ହିପ୍ନୋଟାଇଜ୍‌ କରିବା ପାଇଁ ଉଦ୍ୟମ କରିଥିଲା। ଏଥିରେ ହାତୀ ରାଗି ଯାଇ ଯୁବକଙ୍କୁ ଦଳି ଦେଇ ମାରିଦେଇଛି। ତେବେ ଏହି ପୂରା ଘଟଣାର ଭିଡିଓ ଭାଇରାଲ […]

99

99

Tapas Behera
  • Published: Thursday, 10 January 2019
  • Updated: 10 January 2019, 04:22 PM IST

Sports

Latest News

ନୂଆଦିଲ୍ଲୀ:ହାତୀକୁ ହିପ୍ନୋଟାଇଜ୍‌(ସମ୍ମୋହନ) କରିବା ମହଙ୍ଗା ପଡ଼ିଲା। ହାତୀକୁ ସମ୍ମୋହନ କରିବା ଯୁବକଙ୍କ ପାଇଁ କାଳ ହୋଇଛି। ଏଥିରେ ହାତୀ ଉତ୍ତେଜିତ ହୋଇ ସମ୍ପୃକ୍ତ ଯୁବକଙ୍କୁ ଦଳି ମାରିଦେଇଛି। ଶ୍ରୀଲଙ୍କାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଶ୍ରୀଲଙ୍କାରେ ଏକ ଜାତୀୟ ପାର୍କରେ  ଜଣେ ଯୁବକ ଏକ ହାତୀକୁ ହିପ୍ନୋଟାଇଜ୍‌ କରିବା ପାଇଁ ଉଦ୍ୟମ କରିଥିଲା।

ଏଥିରେ ହାତୀ ରାଗି ଯାଇ ଯୁବକଙ୍କୁ ଦଳି ଦେଇ ମାରିଦେଇଛି। ତେବେ ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ହାତୀଟି ଉକ୍ତ ଜାତୀୟ ପାର୍କରେ ବୁଲୁଥିଲା। ଏହି ସମୟରେ ଜଣେ ଯୁବକ ହାତୀ ପାଖକୁ ଆସି ହାତୀ ଆଗରେ ଛିଡ଼ା ହୋଇଗଲେ। ଆଉ ନିଜ ସାଥୀଙ୍କୁ ବାହାଦୁରୀ ଦେଖାଇ କହିଥିଲେ ଦେଖ ମୁଁ କେମିତି ହାତୀକୁ ବଶୀଭୂତ କରିଦେଉଛି।

ଯୁବକ ଜଣକ ନିକଟତର ହେଉଥିବା ଦେଖି ହାତୀଟି ରାଗିଯାଇଥିଲା ଏବଂ ଶୁଣ୍ଢରେ ଟେକିନେଇ ପାଦରେ ଦଳିଦେଇଥିଲା। ତେବେ ହାତୀଟିକୁ ବିଭାଗୀୟ କର୍ମଚାରୀମାନେ କାବୁ କରି ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story