ବିଦେଶରୁ ନିଜ ଖର୍ଚ୍ଚରେ ଆସିବେ ଭାରତୀୟ, ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ମେ’ ୭ରୁ ୧୩ ତାରିଖ ମଧ୍ୟରେ ବିଦେଶରେ ଫସି ରହିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ସରକାର ୬୪ଟି ବିମାନ ଓ ୩ଟି ଜାହଜ ପଠାଇ ସ୍ୱଦେଶ ଆଣିବେ। ତେବେ ଏହି ବିଦେଶାଗତଙ୍କ ପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ସରକାର ବିମାନ ପଠାଇଥିଲେ ହେଁ ବିଦେଶରୁ ଆସୁଥିବା ଲୋକମାନେ ଯାତ୍ରା ଖର୍ଚ୍ଚ ବହନ କରିବେ। ସେହିପରି ନିଜ ଖର୍ଚ୍ଚରେ ହିଁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ। କେନ୍ଦ୍ର ପକ୍ଷରୁ […]

ef

ef

Hemant Lenka
  • Published: Tuesday, 05 May 2020
  • Updated: 05 May 2020, 09:16 PM IST

Sports

Latest News

ନୂଆଦିଲ୍ଲୀ: ମେ’ ୭ରୁ ୧୩ ତାରିଖ ମଧ୍ୟରେ ବିଦେଶରେ ଫସି ରହିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ସରକାର ୬୪ଟି ବିମାନ ଓ ୩ଟି ଜାହଜ ପଠାଇ ସ୍ୱଦେଶ ଆଣିବେ। ତେବେ ଏହି ବିଦେଶାଗତଙ୍କ ପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।

ସରକାର ବିମାନ ପଠାଇଥିଲେ ହେଁ ବିଦେଶରୁ ଆସୁଥିବା ଲୋକମାନେ ଯାତ୍ରା ଖର୍ଚ୍ଚ ବହନ କରିବେ। ସେହିପରି ନିଜ ଖର୍ଚ୍ଚରେ ହିଁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ। କେନ୍ଦ୍ର ପକ୍ଷରୁ ବିଦେଶାଗତଙ୍କ ପାଇଁ ଜାରି ଏସଓପିରେ କୁହାଯାଇଛି ଯେ କେବଳ କରୋନା ଲକ୍ଷଣ ନଥିବା ଲୋକଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ମିଳିବ।

ପ୍ରାଥମିକ ଭାବେ ଚିନ୍ତାଗ୍ରସ୍ତ ଲୋକ, ଗର୍ଭବତୀ, ଶ୍ରମିକ, ମେଡିକାଲ ସେବା ଓ ବୃଦ୍ଧାବୃଦ୍ଧଙ୍କୁ ଯାତ୍ରା ମିଳିବ। ସେହିପରି ବିଦ୍ୟାର୍ଥୀଙ୍କୁ ମଧ୍ୟ ପ୍ରଥମେ ଅଣାଯିବ। ଦୁଇ ଦିନ ଆଗରୁ ହିଁ ବିମାନ କିମ୍ବା ଜାହଜ ଗୁଡ଼ିକର ଯାତ୍ରୀ ସମ୍ପର୍କରେ ସଂପୃକ୍ତ ରାଜ୍ୟର ନୋଡାଲ ଅଫିସରମାନଙ୍କୁ ଅବଗତ କରାଯିବ।

ଯାତ୍ରା ପୂର୍ବରୁ ଲୋକମାନେ ଅଣ୍ଡର ଟେକିଂ ଦେବେ। ଏଥିରେ ସେମାନେ ନିଜ ରିକ୍ସରେ ବିମାନ କିମ୍ବା ଜାହଜରେ ଆସିବେ ଓ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ ବୋଲି ଉଲ୍ଲେଖ କରିବେ। ଭାରତରେ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଓ ଲକ୍ଷଣ ରହିଥିବା ଲୋକଙ୍କୁ ଚିକିତ୍ସା ପାଇଁ ପଠାଯିବ। ଅନ୍ୟମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବ। ଯାତ୍ରାବେଳେ ଲୋକମାନେ ସାମାଜିକ ଦୂରତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବେ।

ସେହିପରି ଭାରତରେ ଫସିଥିବା ବିଦେଶୀ ନାଗରିକମାନେ ମଧ୍ୟ ଏହି ବିମାନରେ ସେମାନଙ୍କ ଦେଶକୁ ଯାଇପାରିବେ। ଏଥିପାଇଁ ସେମାନଙ୍କୁ ଯାତ୍ରା ଖର୍ଚ୍ଚ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story