ମୁସଲିମଙ୍କୁ ନେଇ ମାନେକା ଗାନ୍ଧିଙ୍କ ବିବାଦୀୟ ବୟାନ

ସୁଲତାନପୁର: ବିଜେପି ଟିକେଟ୍‌ରୁ ଉତ୍ତର ପ୍ରଦେଶର ସୁଲତାନପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମାନେକା ଗାନ୍ଧି ଆଜି ମୁସଲିମ ସଂପ୍ରଦାୟ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସେ ମୁସଲିମ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ମାଗିବା ପରିବର୍ତ୍ତେ ଖୋଲାଖୋଲି ଧମକ ଦେଇଛନ୍ତି। ସୁଲତାନ୍‌ପୁର ଠାରେ ମୁସଲିମ ସଂପ୍ରଦାୟର ଭୋଟର୍‌ଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, “ଆପଣମାନେ ମୋତେ ସମର୍ଥନ କରନ୍ତୁ ବା ନକରନ୍ତୁ ମୁଁ କିନ୍ତୁ ଜିତିବି। ହେଲେ ଯଦି ମୁଁ ଆପଣଙ୍କ ସମର୍ଥନ ବିନା ଜିତେ, […]

a

a

Hemant Lenka
  • Published: Friday, 12 April 2019
  • Updated: 12 April 2019, 04:56 PM IST

ସୁଲତାନପୁର: ବିଜେପି ଟିକେଟ୍‌ରୁ ଉତ୍ତର ପ୍ରଦେଶର ସୁଲତାନପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମାନେକା ଗାନ୍ଧି ଆଜି ମୁସଲିମ ସଂପ୍ରଦାୟ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସେ ମୁସଲିମ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ମାଗିବା ପରିବର୍ତ୍ତେ ଖୋଲାଖୋଲି ଧମକ ଦେଇଛନ୍ତି।

ସୁଲତାନ୍‌ପୁର ଠାରେ ମୁସଲିମ ସଂପ୍ରଦାୟର ଭୋଟର୍‌ଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, “ଆପଣମାନେ ମୋତେ ସମର୍ଥନ କରନ୍ତୁ ବା ନକରନ୍ତୁ ମୁଁ କିନ୍ତୁ ଜିତିବି। ହେଲେ ଯଦି ମୁଁ ଆପଣଙ୍କ ସମର୍ଥନ ବିନା ଜିତେ, ତା’ହେଲେ ଏହାର ପରିଣାମ ଭଲ ହେବନାହିଁ। କୌଣସି ମୁସଲିମ ସଂପ୍ରଦାୟର ଲୋକ ମୋ ପାଖକୁ କାମ ନେଇ ଆସିଲେ ମୁଁ କେବେ ହେଲେ ସହଯୋଗ କରିବି ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଁ ଏଥର ଏହି ଆସନରୁ ଜିତିବି। ଲୋକଙ୍କ ସମର୍ଥନ ଓ ଭଲ ପାଇବା ମୋ ସହ ରହିଛି। ଯଦି ମୋ ବିଜୟ ମୁସଲିମଙ୍କ ବିନା ସମର୍ଥନରେ ହୁଏ, ତା’ହେଲେ ମୋତେ ଏହା ଦୁଃଖ ଦେବ। ଏହାପରେ ମୁସଲିମମାନଙ୍କ ଅବସ୍ଥା କ’ଣ ହେବ, ସେକଥା ସମସ୍ତେ ଜାଣିବା ଦରକାର। କିନ୍ତୁ ମୁସଲିମମାନଙ୍କ ପାଇଁ ମୁଁ କିଛି ବି ସହଯୋଗ ଯୋଗାଇ ପାରିବି ନାହିଁ। ତେଣୁ ଭୋଟ୍‌ ଦେବା ବେଳେ ଭାବି ବିଚାରି ମତଦାନ କରିବେ।”

ଏହାପୂର୍ବରୁ ମାନେକା ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମରଚାଟ ଅଫ୍‌ ଟିକେଟ୍‌ ବୋଲି କହି ବିବାଦୀୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story