ମଣିପୁରରେ ବିଜେପିକୁ ଝଟକା, ସରକାର ଗଢ଼ିବ କଂଗ୍ରେସ!

ଇମ୍ଫାଲ୍: ଆଗକୁ ରାଜ୍ୟସଭା ନିର୍ବାଚନ। ଏହା ପୂର୍ବରୁ ମଣିପୁରରେ ବିଜେପି ସରକାରକୁ ଝଟକା ଲାଗିଛି। ଦଳର ତିନି ବିଧାୟକ ବୁଧବାର ଇସ୍ତଫା ଦେଇଛନ୍ତି। ଏଥିସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଡ଼ୁଆରେ ବିରେନ ସିଂହ ସରକାର। ଏମିତିକି ଶାସକ ବିଜେପିକୁ ସମର୍ଥନ କରୁଥିବା ଟିଏମସି ଏବଂ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ୨୦୧୭ରେ ମଣିପୁରରେ ବିଧାନସଭା ନିର୍ବାଚନ ହୋଇଥିଲା। ୬୦ଟି ଆସନରୁ କଂଗ୍ରେସ ୨୮ଟି […]

Manipur-CM-Chief-Minister

Manipur-CM-Chief-Minister

Subhransu Sekhar
  • Published: Wednesday, 17 June 2020
  • Updated: 17 June 2020, 11:15 PM IST

Sports

Latest News

ଇମ୍ଫାଲ୍: ଆଗକୁ ରାଜ୍ୟସଭା ନିର୍ବାଚନ। ଏହା ପୂର୍ବରୁ ମଣିପୁରରେ ବିଜେପି ସରକାରକୁ ଝଟକା ଲାଗିଛି। ଦଳର ତିନି ବିଧାୟକ ବୁଧବାର ଇସ୍ତଫା ଦେଇଛନ୍ତି। ଏଥିସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଡ଼ୁଆରେ ବିରେନ ସିଂହ ସରକାର। ଏମିତିକି ଶାସକ ବିଜେପିକୁ ସମର୍ଥନ କରୁଥିବା ଟିଏମସି ଏବଂ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

୨୦୧୭ରେ ମଣିପୁରରେ ବିଧାନସଭା ନିର୍ବାଚନ ହୋଇଥିଲା। ୬୦ଟି ଆସନରୁ କଂଗ୍ରେସ ୨୮ଟି ଜିତି ସର୍ବାଧିକ ଆସନରେ ବିଜୟୀ ହୋଇଥିଲା। ବିଜେପି ୨୧ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏନପିପି, ନାଗା ପୁପୁଲସ ଫ୍ରଣ୍ଟ (ଏନପିଏଫ) ଏବଂ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ବିଜେପିକୁ ସମର୍ଥନ କରିଥିଲେ। ଏନପିପି ଏବଂ ଏନପିଏଫର ୪ ବିଧାୟକ, ଏଲଜେପିର ଜଣେ ବିଧାୟକ ଥିଲା। ସେହିପରି ଜଣେ ସ୍ୱାଧୀନ ଏବଂ ଜଣେ ଟିଏମସି ବିଧାୟକ ସମର୍ଥନ କରିବାରୁ ବିଜେପି ଶାସନ ଗାଦିରେ ବସିଥିଲା। ଏବେ ସହଯୋଗୀ ବିଧାୟକ ଏବଂ ନିଜ ଦଳର ତିନି ବିଧାୟକ ଇସ୍ତଫା ଦେବା ପରେ ବିଜେପି ପାଖରେ ମୋଟ୍ ୨୩ଜଣ ବିଧାୟକ ରହିଛନ୍ତି।

ବିଧାୟକ ମାନେ ଇସ୍ତଫା ଦେବା ପରେ ମୋଟ୍ ଆସନ ୫୭ ହୋଇଛି। ସଂଖ୍ୟା ଦୃଷ୍ଟିରୁ ବିଧାନସଭାରେ କଂଗ୍ରେସ ପାଖରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ମଣିପୁରରେ କଂଗ୍ରେସ ସରକାର ଗଢ଼ିବ ବୋଲି ଆଶା କରାଯାଉଛି। ଗୁରୁବାର ବିରୋଧୀ ଦଳ କଂଗ୍ରେସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଲବୋବି ସିଂହ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story