ଗୁଲଓ୍ୱାନ ସଂଘର୍ଷକୁ ନେଇ ମତ ରଖିଲେ ମନମୋହନ ସିଂହ

ନୂଆଦିଲ୍ଲୀ: ଆଜି ଆମେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଛିଡ଼ା ହୋଇଛୁ। ଆମ ସରକାରଙ୍କ ନିଷ୍ପତ୍ତି ଏବଂ ସରକାର ଗ୍ରହଣ କରିଥିବା ପଦକ୍ଷେପ ଆମର ଭବିଷ୍ୟତ ପିଢ଼ି ସ୍ଥିର କରିବ। ଯେଉଁମାନେ ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ କାନ୍ଧରେ କର୍ତ୍ତବ୍ୟର ଏକ ବଡ଼ ଦାୟିତ୍ୱ ରହିଛି। ଆମର ଗଣତନ୍ତ୍ରରେ ଏହି ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ରହିଛି। ଦେଶର ସୁରକ୍ଷା ତଥା ରଣନୀତିକ ତଥା ଦେଶର ସ୍ୱାର୍ଥ ଉପରେ ଏହାର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ସର୍ବଦା ଯତ୍ନବାନ […]

modi manmohan

modi manmohan

Subhransu Sekhar
  • Published: Monday, 22 June 2020
  • Updated: 22 June 2020, 12:32 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆମେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଛିଡ଼ା ହୋଇଛୁ। ଆମ ସରକାରଙ୍କ ନିଷ୍ପତ୍ତି ଏବଂ ସରକାର ଗ୍ରହଣ କରିଥିବା ପଦକ୍ଷେପ ଆମର ଭବିଷ୍ୟତ ପିଢ଼ି ସ୍ଥିର କରିବ। ଯେଉଁମାନେ ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ କାନ୍ଧରେ କର୍ତ୍ତବ୍ୟର ଏକ ବଡ଼ ଦାୟିତ୍ୱ ରହିଛି। ଆମର ଗଣତନ୍ତ୍ରରେ ଏହି ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ରହିଛି। ଦେଶର ସୁରକ୍ଷା ତଥା ରଣନୀତିକ ତଥା ଦେଶର ସ୍ୱାର୍ଥ ଉପରେ ଏହାର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ସର୍ବଦା ଯତ୍ନବାନ ହେବା ଦରକାର। ଲଦାଖରେ ଭାରତ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ହେବାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି।

ମନମୋହନ ସିଂ ସୋମବାର ଭାରତ-ଚୀନ୍ ସମ୍ପର୍କ ଉପରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ୧୫-ଜୁନ୍ ୧୬, ୨୦୨୦ ରେ, ଭାରତର ୨୦ ଯବାନ ଲଦାଖର ଗଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଛନ୍ତି। ଏହି ସର୍ବୋଚ୍ଚ ବଳିଦାନ ପାଇଁ ଆମେ ଏହି ବୀର ଯବାନଙ୍କ ପରିବାର ପାଇଁ କୃତଜ୍ଞ। କିନ୍ତୁ ତାଙ୍କର ବଳିଦାନ ବୃଥା ହେବା ଉଚିତ୍ ନୁହେଁ।

ସେ କହିଛନ୍ତି ଯେ ଏପ୍ରିଲ ୨୦୨୦ ପରଠାରୁ ଚୀନ୍ ଭାରତ ସୀମାରେ ଥିବା ଗଲଓ୍ୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦରେ ଅନେକ ଥର ଅନୁପ୍ରବେଶ କରିଛି। ଆମେ ସେମାନଙ୍କ ଅପମାନ ଏବଂ ଚାପକୁ ଗ୍ରହଣ କରିବୁ ନାହିଁ କି ଆପୋଷ ବୁଝାମଣା ଗ୍ରହଣ କରିବୁ ନାହିଁ। ଏବେ ସମଗ୍ର ଦେଶକୁ ଏକଜୁଟ ହେବାକୁ ପଡିବ ଏବଂ ଏହି ସାହସର ସହିତ ଜବାବ ଦେବାକୁ ପଡିବ।
ବିରୋଧୀ ହିସାବରେ ସରକାରଙ୍କୁ ଚେତାବନୀ ଏତିକି କହିବୁ ଯେ, ସରକାର ବିଭ୍ରାନ୍ତିକର ପ୍ରଚାରରୁ ନିବୃତ ରୁହନ୍ତୁ। କୂଟନୀତିକ ତଥା ଦୃଢ଼ ନେତୃତ୍ୱ ନେବାର ସମୟ ଆସିଛି। ମିଛ ପ୍ରଚାର କରି ସତକୁ ଦମନ କରିହେବନି ବୋଲି ମନମୋହନ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ରାହୁଲ ଗାନ୍ଧୀ ମଧ୍ୟ ଅନୁପ୍ରବେଶ ପ୍ରସଙ୍ଗରେ ଏକ ଟୁଇଟ୍ କରିଥିଲେ। ଏକ ଜାତୀୟ ଗଣମାଧ୍ୟମରେ ସାଟେଲାଇଟ ଚିତ୍ର ପ୍ରକାଶ ପାଇଥିଲା। ଯେଉଁଥିରେ ଚୀନ୍ ସେନା ପାଙ୍ଗୋଙ୍ଗ ହ୍ରଦରେ ଅନୁପ୍ରବେଶ କରିଆସିଥିବା ଉକ୍ତ ଗଣମାଧ୍ୟମ ଦର୍ଶାଇଥିଲା। ହେଲେ ନିକଟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟରେ ଚୀନ୍ ପ୍ରସଙ୍ଗରେ ଅନୁପ୍ରବେଶ ଖବରକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story