ବୁଲେଟ୍‌ ଟ୍ରେନ୍‌କୁ ଛାଡ଼ି ଦେଶର ରେଳ ଧାରଣା ତିଆରିରେ ଟଙ୍କା ଖର୍ଚ୍ଚ କରନ୍ତୁ ସରକାର: ମାୟାବତୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ହଙ୍ଗାମା ମଝିରେ ବିଏସପି ସୁପ୍ରିମୋ ମାୟାବତୀ କେନ୍ଦ୍ର ସରକାର ଉପରେ ଦୋଷାରୋପ କରିଛନ୍ତି। ପାଟନା-ଇନ୍ଦୋର ରେଳ ଘଟଣାରେ ରେଳମନ୍ତ୍ରୀ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ପୁଞ୍ଜିବାଦୀ ନୀତି ଏବଂ କାର୍ଯ୍ୟଶୈଳୀ ଦାୟୀ ବୋଲି ସେ କହିଛନ୍ତି। ସରକାର ବୁଲେଟ୍‌ ଟ୍ରେନ୍‌ ପ୍ରସ୍ତୁତ କରିବା ଛାଡି ରେଳ ଲାଇନ୍‌ ମରାମତି କରିବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି। ସେ ଆହୁରୀ କହିଛନ୍ତି,“ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ […]

maya_bati

maya_bati

Rakesh Mallick
  • Published: Monday, 21 November 2016
  • Updated: 21 November 2016, 02:43 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ହଙ୍ଗାମା ମଝିରେ ବିଏସପି ସୁପ୍ରିମୋ ମାୟାବତୀ କେନ୍ଦ୍ର ସରକାର ଉପରେ ଦୋଷାରୋପ କରିଛନ୍ତି। ପାଟନା-ଇନ୍ଦୋର ରେଳ ଘଟଣାରେ ରେଳମନ୍ତ୍ରୀ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ପୁଞ୍ଜିବାଦୀ ନୀତି ଏବଂ କାର୍ଯ୍ୟଶୈଳୀ ଦାୟୀ ବୋଲି ସେ କହିଛନ୍ତି।

ସରକାର ବୁଲେଟ୍‌ ଟ୍ରେନ୍‌ ପ୍ରସ୍ତୁତ କରିବା ଛାଡି ରେଳ ଲାଇନ୍‌ ମରାମତି କରିବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି।

ସେ ଆହୁରୀ କହିଛନ୍ତି,“ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପୂର୍ବ ସରକାରଙ୍କ ଯୋଜନା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story