ୟୁପି:ଏସ୍‌ପି-ବିଏସ୍‌ପି ଭାଗ ଛିଣ୍ଡିଲା, କଂଗ୍ରେସକୁ ଦୁଆର ବନ୍ଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବାବେଳେ ଏହି ମେଣ୍ଟରେ କଂଗ୍ରେସ ଯୋଗ ଦେବାର ଶେଷ ଆଶାଟି ମଉଳି ଯାଇଛି। ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ଏସ୍‌ପି ମୁଖ୍ୟ ଅଖିଲେଶ ଯାଦବ ଆଜି ଏନେଇ ସ୍ପଷ୍ଟ କରିଦେଇଛନ୍ତି। ମୋଟ ୮୦ଟି ସିଟ୍‌ରୁ ଏହି ମେଣ୍ଟ ୭୫ଟି ଆସନ ବାବଦରେ ହୋଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। ଯେଉଁଥିରୁ ବିଏସ୍‌ପି ୩୮ଟି ଆସନରୁ ଲଢ଼ିବ ଏବଂ ଏସ୍‌ପି ୩୭ଟି ଆସନରୁ ଲଢ଼ିବ।   ବାକି ୫ଟିରୁ […]

akhliesh-mayabti

akhliesh-mayabti

Subrat Kumar Nayak
  • Published: Thursday, 21 February 2019
  • Updated: 21 February 2019, 06:21 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବାବେଳେ ଏହି ମେଣ୍ଟରେ କଂଗ୍ରେସ ଯୋଗ ଦେବାର ଶେଷ ଆଶାଟି ମଉଳି ଯାଇଛି। ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ଏସ୍‌ପି ମୁଖ୍ୟ ଅଖିଲେଶ ଯାଦବ ଆଜି ଏନେଇ ସ୍ପଷ୍ଟ କରିଦେଇଛନ୍ତି।
ମୋଟ ୮୦ଟି ସିଟ୍‌ରୁ ଏହି ମେଣ୍ଟ ୭୫ଟି ଆସନ ବାବଦରେ ହୋଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। ଯେଉଁଥିରୁ ବିଏସ୍‌ପି ୩୮ଟି ଆସନରୁ ଲଢ଼ିବ ଏବଂ ଏସ୍‌ପି ୩୭ଟି ଆସନରୁ ଲଢ଼ିବ।
 
ବାକି ୫ଟିରୁ ଆମେଥି ଏବଂ ରାଏବରେଲୀ ଆସନ କଂଗ୍ରେସ ପାଇଁ ଛଡ଼ାଯିବ। ଦଶନ୍ଧି ଦଶନ୍ଧି ଧରି ଏହି ଦୁଇ ଆସନରୁ ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଛନ୍ତି ଏବଂ କ୍ରମେ ଏହା ପରମ୍ପରାରେ ପରିଣତ ହୋଇଯାଇଛି। ତେବେ ଏହି ନିଷ୍ପତ୍ତି ବାବଦରେ ମାୟାବତୀ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। 
ସେହିଭଳି ବାକି ୩ଟି ଆସନ ଏସ୍‌ପି-ବିଏସ୍‌ପିଙ୍କ ସହଯୋଗୀ ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳ ପାଇଁ ଛଡ଼ାଯିବ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ହିଁ ସବୁ ସମୟରେ ଦିଲ୍ଲୀ ସିଂହାସନ ପାଇଁ ଗେଟ୍‌ୱେ ବୋଲି ବିଚାର କରାଯାଉଥିବାବେଳେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜନୀତି ତ୍ରିମୁଖୀ ଲଢ଼େଇରେ ପରିଣତ ହେବାକୁ ଯାଉଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story