ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଲା କାର୍‌, ନାବାଳକର ମୁଣ୍ଡ କଟି ବାହାରେ ପଡ଼ିଲା

ନୂଆଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା ଏକ କାର୍‌ ଡିଭାଇଡର୍‌ରେ ପିଟି ହେବା ପରେ ଚାରି ପାଞ୍ଚ ଥର ପଲଟି ଥିଲା ଓ ଏହା ପରେ ତା’ ଭିତରୁ ଏକ ବାଳକର କଟା ମୁଣ୍ଡ ଆସି ବାହାରେ ପଡ଼ିଥିଲା। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ। ମୃତ ଶିଶୁର ନାଁ ମୟଙ୍କ। ତାଙ୍କୁ ୧୧ ବର୍ଷ ହୋଇଥିଲା। ତାଙ୍କ ବାପା ଓ ୨ ବର୍ଷର ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି […]

car1

car1

Jitendra Garnayak
  • Published: Monday, 31 August 2020
  • Updated: 31 August 2020, 11:44 AM IST

Sports

Latest News

ନୂଆଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା ଏକ କାର୍‌ ଡିଭାଇଡର୍‌ରେ ପିଟି ହେବା ପରେ ଚାରି ପାଞ୍ଚ ଥର ପଲଟି ଥିଲା ଓ ଏହା ପରେ ତା’ ଭିତରୁ ଏକ ବାଳକର କଟା ମୁଣ୍ଡ ଆସି ବାହାରେ ପଡ଼ିଥିଲା। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ।

ମୃତ ଶିଶୁର ନାଁ ମୟଙ୍କ। ତାଙ୍କୁ ୧୧ ବର୍ଷ ହୋଇଥିଲା। ତାଙ୍କ ବାପା ଓ ୨ ବର୍ଷର ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବ୍ୟବଚ୍ଛେଦ ପରେ ମୟଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଦ୍ରୁତଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗୁରୁବାର ବିଳମ୍ବିତ ରାତିରେ ଦ୍ୱାରକାର ସେକ୍ଟର-୨୨ର ଶୁଭମ୍‌ ଆପାର୍ଟମେଣ୍ଟ ପାଖରେ ଏହି ଦୁର୍ଘଟଣା ଘଟିଥିଲା। ମୟଙ୍କଙ୍କ ପରିବାର ନୂଆଦିଲ୍ଲୀର ପୋଚନପୁର ଅଞ୍ଚଳରେ ରହନ୍ତି। ସେଦିନ ମୟଙ୍କ ତାଙ୍କ ବାପା,ମା ଓ ଭଉଣୀ ସହିତ କୌଣସି ସଂପର୍କୀୟଙ୍କ ଘରକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ମୟଙ୍କ ଫ୍ରଣ୍ଟ ସିଟ୍‌ରେ ବସିଥିଲେ ଓ ଏହା ପାଖ ଗ୍ଲାସ୍‌ ଖୋଲା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story