ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଲାଗିବ ମାତ୍ର କେଇ ଘଣ୍ଟା

ନୂଆଦିଲ୍ଲୀ: ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା ବା ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମ୍‌ଏନ୍‌ପି)କରିବା ପାଇଁ ଏବେ ଆଉ ଅଧିକ ସମୟ ଲାଗିବ ନାହିଁ। ଭାରତୀୟ ଦୂର ସଞ୍ଚାର ବିନିୟାମକ ପ୍ରାଧିକରଣ(ଟ୍ରାଇ)ର ଚେୟାରମ୍ୟାନ୍ ଆର.ଏସ ଶର୍ମା କହିଛନ୍ତି, ଯେ ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମଏନପି)ର ପୂରା ପ୍ରକ୍ରିୟାକୁ ବଦଳାଇବା ଓ ସେଗୁଡ଼ିକୁ ଗ୍ରାହକଙ୍କ ପାଇଁ ସହଜ ବନାଇବାକୁ ଯୋଜନା କରାଯାଇଛି। ଚଳିତ ମାସ ଶେଷ ସୁଧା ପରାମର୍ଶ ପତ୍ର ଜାରି କରାଯିବ। ଏହା ପରେ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ […]

kkkkkkkkkkkk

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 05:18 PM IST

ନୂଆଦିଲ୍ଲୀ: ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା ବା ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମ୍‌ଏନ୍‌ପି)କରିବା ପାଇଁ ଏବେ ଆଉ ଅଧିକ ସମୟ ଲାଗିବ ନାହିଁ। ଭାରତୀୟ ଦୂର ସଞ୍ଚାର ବିନିୟାମକ ପ୍ରାଧିକରଣ(ଟ୍ରାଇ)ର ଚେୟାରମ୍ୟାନ୍ ଆର.ଏସ ଶର୍ମା କହିଛନ୍ତି, ଯେ ମୋବାଇଲ ନମ୍ବର ପୋର୍ଟାବିଲିଟି(ଏମଏନପି)ର ପୂରା ପ୍ରକ୍ରିୟାକୁ ବଦଳାଇବା ଓ ସେଗୁଡ଼ିକୁ ଗ୍ରାହକଙ୍କ ପାଇଁ ସହଜ ବନାଇବାକୁ ଯୋଜନା କରାଯାଇଛି। ଚଳିତ ମାସ ଶେଷ ସୁଧା ପରାମର୍ଶ ପତ୍ର ଜାରି କରାଯିବ। ଏହା ପରେ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ମାତ୍ର କିଛି ଘଣ୍ଟା ଲାଗିବ। ବର୍ତ୍ତମାନ ଗ୍ରାହକଙ୍କୁ ମୋବାଇଲ ନମ୍ବର ପୋର୍ଟାବିଲିଟି କରିବାକୁ ପ୍ରାୟ ଏକ ସପ୍ତାହ ଲାଗୁଛି।

 ଡିଟିଏଚ୍ ପୋର୍ଟାବିଲିଟି ଆରମ୍ଭ ହେବ: ମୋବାଇଲ ନମ୍ବର ପ୍ରୋଟାବିଲିଟି ପରେ ଏବେ ଆପଣଙ୍କୁ କେବୁଲସ ସର୍ଭିସ ମଧ୍ୟ ପୋର୍ଟ କରିପାରିବେ। ଯଦି ଆପଣ ଆପଣଙ୍କ କେବୁଲ ସେବାରେ ସନ୍ତୁଷ୍ଟ ନାହାଁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ମୋବାଇଲ ନମ୍ବର ପରି ଆପଣ କେବୁଲ ସର୍ଭିସ୍‌ଋ ମଧ୍ୟ ପ୍ରୋଟାବିଲିଟି କରିପାରିବେ। ଏଥିରେ ଆପଣ ଯେ କୌଣସି ପ୍ରକାରର ସେବା ବାଛି ପାରିବେ।

Related story