ନିର୍ବାଚନ ପୂର୍ବରୁ ମତଦାତାଙ୍କ ମନ ଜିଣିବାକୁ ମୋଦି, ରାହୁଲଙ୍କ ପ୍ରୟାସ

ବାରଣାସୀ:ନିର୍ବାଚନ ପୂର୍ବରୁ ମତଦାତାଙ୍କ ମନ ଜିଣିବାକୁ ପ୍ରୟାସ । ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।   ସେପଟେ ଆନ୍ଧ୍ରପ୍ରଦେଶରେ କର୍ଣ୍ଣୁଲ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା  କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହିପରି ବାରଣାସୀକୁ ଦେଶର ଅନ୍ୟ ସହର ସହ ଯୋଡିବା ଲାଗି ବିଭିନ୍ନ ପ୍ରକଳ୍ପ ଏବଂ ତାସହିତ ଏଠାରେ  କ୍ୟାନ୍‌ସର ଚିକିତ୍ସା ସୁବିଧା ସହ ଏକ ମଲ୍‌ଟି ସ୍ପେଶାଲିଟି ହସପିଟାଲ  ପ୍ରତିଷ୍ଠା […]

modir-1527182756

modir-1527182756

Tapas Behera
  • Published: Tuesday, 18 September 2018
  • Updated: 18 September 2018, 04:58 PM IST

Sports

Latest News

ବାରଣାସୀ:ନିର୍ବାଚନ ପୂର୍ବରୁ ମତଦାତାଙ୍କ ମନ ଜିଣିବାକୁ ପ୍ରୟାସ । ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ୫୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।   ସେପଟେ ଆନ୍ଧ୍ରପ୍ରଦେଶରେ କର୍ଣ୍ଣୁଲ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା  କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।

ସେହିପରି ବାରଣାସୀକୁ ଦେଶର ଅନ୍ୟ ସହର ସହ ଯୋଡିବା ଲାଗି ବିଭିନ୍ନ ପ୍ରକଳ୍ପ ଏବଂ ତାସହିତ ଏଠାରେ  କ୍ୟାନ୍‌ସର ଚିକିତ୍ସା ସୁବିଧା ସହ ଏକ ମଲ୍‌ଟି ସ୍ପେଶାଲିଟି ହସପିଟାଲ  ପ୍ରତିଷ୍ଠା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ପୂର୍ବରୁ କାଶୀକୁ  ଭଗବାନଙ୍କ ଭରସାରେ ଛଡ଼ା ଯାଇଥିଲା । ତେବେ ଗଲା ୪ ବର୍ଷରେ ବାରଣାସୀର ଅନେକ ବିକାଶ ହୋଇଛି ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟରୁ ରାଜ୍ୟକୁ ବୁଲୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆନ୍ଧ୍ରପ୍ରଦେଶ କର୍ଣ୍ଣୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି । ଦେଶର  ମହିଳାମାନେ ଏବେ ବି  ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।   ପୁରୁଷମାନେ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ରାହୁଲ  ପରାମର୍ଶ ଦେଇଛନ୍ତି। ମୋଦି ସରକାର ଯଦି ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବାକୁ ଚାହିଁବେ ତେବେ କଂଗ୍ରେ ସମର୍ଥନ  କରିବ ବୋଲି ରାହୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story