କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି-ଶାହଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହାପୂର୍ବରୁ ମୋଦିଙ୍କ ଦ୍ୱିତୀୟ ସରକାରରେ କେଉଁମାନେ ମନ୍ତ୍ରୀ ପଦ ପାଇବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଆଜି ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ଦୀର୍ଘ ସମୟ ଧରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ଏବଂ କେଉଁମାନଙ୍କୁ ବାଦ ଦିଆଯିବ, ସେ ସମ୍ପର୍କରେ ଆଲୋଚନା କରିଥିବା […]

ppp

ppp

Hemant Lenka
  • Published: Tuesday, 28 May 2019
  • Updated: 28 May 2019, 09:57 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହାପୂର୍ବରୁ ମୋଦିଙ୍କ ଦ୍ୱିତୀୟ ସରକାରରେ କେଉଁମାନେ ମନ୍ତ୍ରୀ ପଦ ପାଇବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଆଜି ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି।

ଉଭୟ ନେତା ଦୀର୍ଘ ସମୟ ଧରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ଏବଂ କେଉଁମାନଙ୍କୁ ବାଦ ଦିଆଯିବ, ସେ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ଗୋଟିଏ ସୂତ୍ର ଅନୁଯାୟୀ, ଦଳର ବରିଷ୍ଠ ରାଜନେତା ରାଜନାଥ ସିଂହ, ନୀତୀନ ଗଡ଼କରୀ, ପୀୟୂଷ ଗୋଏଲ, ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେ଼କର, ସୁରେଶ ପ୍ରଭୁ, ନିର୍ମଲା ସୀତାରମଣ, ସ୍ମୃତି ଇରାନୀ, ମାନେକା ଗାନ୍ଧି ଓ ଜେପି ନଡ୍ଡା ପୂର୍ବଭଳି ଏଥର ମଧ୍ୟ ମନ୍ତ୍ରୀ ପଦ ପାଇବେ। ହେଲେ ସେମାନଙ୍କ ବିଭାଗରେ ଅଦଳବଦଳ ହୋଇପାରେ।

ସେହିପରି ଅକାଳୀ ଦଳର ହର୍ସମିତ କୌର ବାଦଲ ଓ ଏଲଜେପିର ରାମ ବିଳାସ ପାଶ୍ୱାନ ପୁଣିଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ସାମିଲ ହେବାକୁ ଥିବା ସବୁ ନୂଆ ମୁହଁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story