ମହିଳା ଟିଭି ରିପୋର୍ଟରଙ୍କ ସାହସକୁ ପ୍ରଶଂସା କଲେ ମୋଦି

କୋଲକାତା: ବାହୁବଳର ସବୁଠାରୁ ଅଧିକ ପ୍ରୟୋଗ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହେବାପରେ ମଧ୍ୟ ରିପୋର୍ଟିଂ ଜାରି ରଖିଥିବା ଜଣେ ସାମ୍ବାଦିକଙ୍କୁ ପ୍ରଶଂସାରେ ପୋତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ଇଣ୍ଡିଆଟୁଡେ’ ଟିଭି ଚ୍ୟାନେଲ ପାଇଁ କାର୍ଯ୍ୟରତ ମହିଳା ସାମ୍ବାଦିକ ମନୋଜ୍ଞା ଲୋଇୱାଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହୋଇଥିଲେ। ମୋଦି ପଶ୍ଚିମବଙ୍ଗର ପୁରୁଲିଆଠାରେ ଏକ ନିର୍ବାଚନ ରାଲି ସମୟରେ ସେ ଏହି ସାମ୍ବାଦିକଙ୍କୁ କହିଛନ୍ତି, “ମୁଁ ତୁମ ସାହସ ବାବଦରେ ଶୁଣିଛି। […]

modi

modi

Subrat Kumar Nayak
  • Published: Thursday, 09 May 2019
  • Updated: 09 May 2019, 06:13 PM IST

Sports

Latest News

କୋଲକାତା: ବାହୁବଳର ସବୁଠାରୁ ଅଧିକ ପ୍ରୟୋଗ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହେବାପରେ ମଧ୍ୟ ରିପୋର୍ଟିଂ ଜାରି ରଖିଥିବା ଜଣେ ସାମ୍ବାଦିକଙ୍କୁ ପ୍ରଶଂସାରେ ପୋତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ଇଣ୍ଡିଆଟୁଡେ' ଟିଭି ଚ୍ୟାନେଲ ପାଇଁ କାର୍ଯ୍ୟରତ ମହିଳା ସାମ୍ବାଦିକ ମନୋଜ୍ଞା ଲୋଇୱାଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଆକ୍ରମଣର ଶିକାର ହୋଇଥିଲେ।

ମୋଦି ପଶ୍ଚିମବଙ୍ଗର ପୁରୁଲିଆଠାରେ ଏକ ନିର୍ବାଚନ ରାଲି ସମୟରେ ସେ ଏହି ସାମ୍ବାଦିକଙ୍କୁ କହିଛନ୍ତି, "ମୁଁ ତୁମ ସାହସ ବାବଦରେ ଶୁଣିଛି। ଜଣେ ରିପୋର୍ଟରେ ହିସାବରେ ଏବଂ ଜଣେ ଝିଅ ହିସାବରେ ତୁମେ ଯେଉଁଭଳି କର୍ତ୍ତବ୍ୟ ସମ୍ପାଦନ କରିଛ, ତାହା ପ୍ରଶଂସନୀୟ। ତୁମେଏଠାରେ ଗୁଣ୍ଡାଙ୍କ ମୁକାବିଲା କଲ, ଆକ୍ରମଣର ସାମ୍ନା କଲ ଏବଂ କାମ ଚାଲୁ ରଖିଛ।" ଏହି ସାମ୍ବାଦିକଙ୍କ ସାହସ ପ୍ରତି ସେ ନତମସ୍ତକ ହୋଇଥିବା ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଯେ ଆସାନ୍‌ସୋଲଠାରେ ଗତ ଏପ୍ରିଲ ୨୯ ତାରିଖରେ ଭୋଟ୍‌ଗ୍ରହଣ ସମୟରେ ମନୋଜ୍ଞାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଦିନ ଆସାନ୍‌ସୋଲର ବିଭିନ୍ନ ସ୍ଥାନରେ ଟିଏମ୍‌ସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏପରିକି ବିଜେପି ସାଂସଦ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିନଥିଲେ। ତାଙ୍କ କାର୍‌ ଉପରକୁ ଆକ୍ରମଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story