‘ନୋଟ୍‌ ଅଚଳ ନେଇ ଆଗୁଆ ଘୋଷଣା କରିଥିଲେ କଳାଧନ ମହଜୁଦକାରୀଙ୍କୁ ସୁବିଧା ହୋଇଥାନ୍ତା’

ପାନାଜି: ଗୋଆର ପାନାଜୀରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ଉଦ୍‌ଘାଟନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ନୋଟ୍‌ ବନ୍ଦ ନିଷ୍ପତ୍ତିକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ୧୦ମାସ ହେଲା ଯୋଜନା ଚାଲିଥିଲେ ମଧ୍ୟ ଏହା ଗୋପନୀୟ ଥିଲା। ଆଗୁଆ ଘୋଷଣା କରିଥିଲେ କଳାଧନ ମହଜୁଦକାରୀଙ୍କୁ ସୁବିଧା ହୋଇଥାନ୍ତା। କଳାଧନ ରୋକିବାକୁ ସରକାରଙ୍କ ଏହି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ବୋଲି ମୋଦି କହିଛନ୍ତି। ଲୋକେ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ତାଙ୍କୁ ଭୋଟ୍‌ ଦେଇଛନ୍ତି। […]

pm-narendra-modi

pm-narendra-modi

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 03:20 PM IST

Sports

Latest News

ପାନାଜି: ଗୋଆର ପାନାଜୀରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ଉଦ୍‌ଘାଟନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ନୋଟ୍‌ ବନ୍ଦ ନିଷ୍ପତ୍ତିକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ୧୦ମାସ ହେଲା ଯୋଜନା ଚାଲିଥିଲେ ମଧ୍ୟ ଏହା ଗୋପନୀୟ ଥିଲା। ଆଗୁଆ ଘୋଷଣା କରିଥିଲେ କଳାଧନ ମହଜୁଦକାରୀଙ୍କୁ ସୁବିଧା ହୋଇଥାନ୍ତା। କଳାଧନ ରୋକିବାକୁ ସରକାରଙ୍କ ଏହି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ବୋଲି ମୋଦି କହିଛନ୍ତି। ଲୋକେ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ତାଙ୍କୁ ଭୋଟ୍‌ ଦେଇଛନ୍ତି। ତାଙ୍କଠାରୁ ଲୋକଙ୍କ ଅନେକ ଆଶା ରହିଛି। ସେହିପରି ସେ ନିଜେ ଗରିବୀ ଦେଖିଛନ୍ତି, ତେଣୁ ନୋଟ୍ ବନ୍ଦ ଯୋଗୁଁ ଲୋକମାନଙ୍କ ସାମାୟିକ କଷ୍ଟ ବୁଝିପାରୁଛି ବୋଲି ସେ କହିଛନ୍ତି। ତେବେ ଏହି କଷ୍ଟ ଆଉ ମାତ୍ର ୫୦ଦିନ ପାଇଁ ରହିବ। ୩୦ ଡିସେମ୍ବର ପରେ ସବୁ କିଛି ଠିକ୍ ହୋଇଯିବ। ଯଦି କିଛି ଭୁଲ୍‌ ଦେଖାଯାଏ ତେବେ ସେଥିପାଇଁ  ଦଣ୍ଡ ପାଇବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story