କେରଳରେ ବିଜେପି ଖାତା ଖୋଲିନଥିବା ସତ୍ତ୍ୱେ ମୋ ଗସ୍ତରେ ସମସ୍ତେ ଚକିତ: ମୋଦି

ତ୍ରିସୁର: ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଦଳର ନିର୍ବାଚନୀ ସଫଳତା ସବୁ ରାଜନୀତିକ ଦଳ ଏବଂ ରାଜନୀତିକ ବିଶ୍ଲେଷକମାନଙ୍କ ଆକଳନ ଓ ହିସାବକୁ ଭୁଲ୍‌ ପ୍ରମାଣିତ କରିଛି ବୋଲି କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ଏନ୍‌ଡିଏ କେରଳରେ ଗୋଟିଏ ବି ଆସନ ଜିତିନଥିଲେ ମଧ୍ୟ ଏହି ରାଜ୍ୟ ତାଙ୍କ ପାଇଁ ସେତିକି ପ୍ରିୟ ଯେତିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରଣାସୀ। ସେ କହିଥିଲେ, ବହୁତ ଲୋକ ଆଶ୍ଚର୍ଯ୍ୟ ହେଉଥିବେ […]

modi

modi

Subrat Kumar Nayak
  • Published: Saturday, 08 June 2019
  • Updated: 08 June 2019, 05:43 PM IST

Sports

Latest News

ତ୍ରିସୁର: ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଦଳର ନିର୍ବାଚନୀ ସଫଳତା ସବୁ ରାଜନୀତିକ ଦଳ ଏବଂ ରାଜନୀତିକ ବିଶ୍ଲେଷକମାନଙ୍କ ଆକଳନ ଓ ହିସାବକୁ ଭୁଲ୍‌ ପ୍ରମାଣିତ କରିଛି ବୋଲି କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ଏନ୍‌ଡିଏ କେରଳରେ ଗୋଟିଏ ବି ଆସନ ଜିତିନଥିଲେ ମଧ୍ୟ ଏହି ରାଜ୍ୟ ତାଙ୍କ ପାଇଁ ସେତିକି ପ୍ରିୟ ଯେତିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରଣାସୀ।

ସେ କହିଥିଲେ, ବହୁତ ଲୋକ ଆଶ୍ଚର୍ଯ୍ୟ ହେଉଥିବେ ଯେ ଗୋଟିଏ ବି ଆସନ ପାଇନଥିଲେ ମଧ୍ୟ ମୋଦି ଏଠାକୁ କାହିଁକି ଆସିଛନ୍ତି। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, କିଏ ମୋତେ ଭୋଟ ଦେଇଛି ବା ଦେଇନାହିଁ ମୁଁ ତାକୁ ଆଧାର କରି ଭେଦ ଭାବ ରଖେନାହିଁ। ମୋ ପାଇଁ ପ୍ରତ୍ୟେକ ଦେଶବାସୀ ପ୍ରିୟ।

୨୦୧୯ ସାଧାରଣ ନିର୍ବାଚନରେ ପୁଣିଥରେ ବିପୁଳ ଜନ ସମର୍ଥନ ପାଇଥିବା ନେଇ ମୋଦି କହିଛନ୍ତି, ଏହା ପ୍ରମାଣିତ କରିଦେଇଛି ନିର୍ବାଚନରେ ଜନତା ହିଁ ଭଗବାନ। ରାଜନୀତିକ ଦଳ ଏବଂ ବିଶ୍ଲେଷକମାନେ ଲୋକଙ୍କ ମୁଡ୍‌ ବା ମନକୁ ଠିକ ପଢ଼ିପାରିଲେନି। ସର୍ଭେ ମଧ୍ୟ ବିଫଳ ହେଲା। ଲୋକେ ବିଜେପିକୁ ବୃହତ୍‌ ଜନାଦେଶ ଦେଲେ। ମୋଦି କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚନ ତା ସ୍ଥାନରେ ରହିବ। ବିଜୟର ଶ୍ରେୟ ସେ ୧୩୦ କୋଟି ଜନତାଙ୍କର। ଯେଉଁମାନେ ଆମକୁ ଜିତାଇଛନ୍ତି ଏବଂ ଯେଉଁମାନେ ଭୋଟ୍‌ ଦେଇନାହାନ୍ତି ଉଭୟେ ଆମ ଲୋକ।

କେରଳରେ ମାରାତ୍ମକ 'ନିପା' ଭାଇରସର ମୁକାବିଲା ପାଇଁ ଏବଂ ଗୋରୁଙ୍କ ଫାଟୁଆ ରୋଗର ଚିକିତ୍ସା ପାଇଁ କେନ୍ଦ୍ର ନେଉଥିବା ପଦକ୍ଷେପ ବାବଦରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story