ହ୍ୱାଇଟ୍‌ ହାଉସରୁ ଇସ୍‌ଲାମବାଦକୁ ଚେତାବନୀ: ଆତଙ୍କବାଦ ବିରୋଧରେ ଆଭିମୁଖ୍ୟ କଠୋର କଲେ ମୋଦି-ଟ୍ରମ୍ପ

ନୂଆଦିଲ୍ଲୀ:ଆତଙ୍କବାଦର ମୂଳୋତ୍ପାଟନ ଭାରତ ଓ ଆମେରିକାର ମୁଖ୍ୟ ପ୍ରାଥମିକତା ହେବ। ହ୍ୱାଇଟ୍‌ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଜାରି ଯୁଗ୍ମ ଘୋଷଣାନାମାରେ ଏହା କୁହାଯାଇଛି । ତାସହିତ ଅନ୍ୟ ଦେଶରେ ଆତଙ୍କବାଦୀ ଆକ୍ରମଣ ଲାଗି ପାକିସ୍ତାନ ଏହାର ମାଟି ବ୍ୟବହାର କରିବା ପାଇଁ ନଦେଉ ବୋଲି ଉଭୟ ନେତା ଇସଲାମାବାଦକୁ ଆହ୍ୱାନ ଦେଇଛନ୍ତି। ସେହିପରି ୨୬-୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ୍ ହମ୍‌ଲା ଓ ସୀମାପାରରୁ ହୋଇଥିବା […]

trump-1

trump-1

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:37 PM IST

Sports

Latest News

ନୂଆଦିଲ୍ଲୀ:ଆତଙ୍କବାଦର ମୂଳୋତ୍ପାଟନ ଭାରତ ଓ ଆମେରିକାର ମୁଖ୍ୟ ପ୍ରାଥମିକତା ହେବ। ହ୍ୱାଇଟ୍‌ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଜାରି ଯୁଗ୍ମ ଘୋଷଣାନାମାରେ ଏହା କୁହାଯାଇଛି । ତାସହିତ ଅନ୍ୟ ଦେଶରେ ଆତଙ୍କବାଦୀ ଆକ୍ରମଣ ଲାଗି ପାକିସ୍ତାନ ଏହାର ମାଟି ବ୍ୟବହାର କରିବା ପାଇଁ ନଦେଉ ବୋଲି ଉଭୟ ନେତା ଇସଲାମାବାଦକୁ ଆହ୍ୱାନ ଦେଇଛନ୍ତି। ସେହିପରି ୨୬-୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ୍ ହମ୍‌ଲା ଓ ସୀମାପାରରୁ ହୋଇଥିବା ଅନ୍ୟ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପାକିସ୍ତାନକୁ କୁହାଯାଇଛି ।

ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଆଲୋଚନା ପୂର୍ବରୁ ଆମେରିକା, ଆତଙ୍କବାଦୀ ସଂଗଠନ ହିଜିବୁଲ୍ ମୁଜାହିଦିନ୍ ମୁଖ୍ୟ ସୟଦ ସଲାଉଦ୍ଦିନକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା। ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ କରିଆସୁଥିବା ଦାବିକୁ ରାଷ୍ଟ୍ରପତି ଟ୍ରମ୍ପ ସମର୍ଥନ କରିଛନ୍ତି । ଟ୍ରମ୍ପ-ମୋଦି ଆଲୋଚନା ବେଳେ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ, ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲେନିଆ  ହ୍ୱାଇଟ ହାଉସ୍‌ରେ ଭବ୍ୟ ସ୍ୱାଗତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story