ମୋଦିଙ୍କୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମୋଦିଙ୍କ ଆର୍ଥିକ ନୀତିକୁ ଜୋରଦାର ସମାଲୋଚନା କରିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ସୌରୀ। ମୋଦି, ଅରୁଣ ଜେଟଲୀ ଓ ଅମିତ୍ ଶାହଙ୍କୁ ସୌରୀ ତ୍ରିମୂର୍ତ୍ତି ଭାବେ ବର୍ଣ୍ଣନା କରିବା ସହିତ ଏମାନଙ୍କ ଦ୍ୱାରା ଏକଚାଟିଆ ନିଷ୍ପତ୍ତି ନିଆଯାଉଥିବା ସେ କହିଛନ୍ତି । ସରକାର ଆର୍ଥିକ ନୀତିକୁ ସଜାଡ଼ିବା ବଦଳରେ ଗଣମାଧ୍ୟମଗୁଡ଼ିକରେ ହେଡଲାଇନରେ […]

arunshourie

arunshourie

Rakesh Mallick
  • Published: Saturday, 02 May 2015
  • Updated: 02 May 2015, 07:00 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମୋଦିଙ୍କ ଆର୍ଥିକ ନୀତିକୁ ଜୋରଦାର ସମାଲୋଚନା କରିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ସୌରୀ। ମୋଦି, ଅରୁଣ ଜେଟଲୀ ଓ ଅମିତ୍ ଶାହଙ୍କୁ ସୌରୀ ତ୍ରିମୂର୍ତ୍ତି ଭାବେ ବର୍ଣ୍ଣନା କରିବା ସହିତ ଏମାନଙ୍କ ଦ୍ୱାରା ଏକଚାଟିଆ ନିଷ୍ପତ୍ତି ନିଆଯାଉଥିବା ସେ କହିଛନ୍ତି । ସରକାର ଆର୍ଥିକ ନୀତିକୁ ସଜାଡ଼ିବା ବଦଳରେ ଗଣମାଧ୍ୟମଗୁଡ଼ିକରେ ହେଡଲାଇନରେ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଆର୍ଥିକ କ୍ଷେତ୍ରରେ ସେଭଳି କିଛି ବଡ଼ ଧରଣର ସଫଳତା ମିଳିନାହିଁ ବୋଲି ସୌରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ପୁଞ୍ଜିନିବେଶ ସ୍ଥିତିରେ ଉନ୍ନତି ହୋଇନାହିଁ। ପୁଞ୍ଜିନିବେଶ ନେଇ ବିଦେଶୀ ନିବେଶକାରୀଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଦୂର ଲାଗି ଏଯାଏଁ ପଦକ୍ଷେପ ନିଆଯାଇନାହିଁ।
ଏହା ସହିତ ଅନଭିଜ୍ଞ ଓ ଦକ୍ଷତାର ଅଭାବ ଥିବା ଲୋକଙ୍କୁ ନେଇ ପରିଚାଳିତ ପିଏମଓ ଦ୍ୱାରା ସମସ୍ତ ନିଷ୍ପତ୍ତି ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଫଳରେ କେନ୍ଦ୍ରୀୟ ସୂଚନା କମିଶନ ଓ କେନ୍ଦ୍ରୀୟ ଭିଜଲାନ୍ସ କମିଶନ ଭଳି ସଂସ୍ଥା ଶ୍ୱାସରୁଦ୍ଧ ହୋଇପଡ଼ି ଥିବା ସେ କହିଛନ୍ତି।

ଲଭ୍ ଜିହାଦ ଓ ଘା ୱାପସି ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଚୁପ୍ ରହିବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୌରୀ। ଏହା ଦ୍ୱାରା ସାଂପ୍ରଦାୟିକ ସଦଭାବ ଓ ଜାତୀୟ ସୁରକ୍ଷା ବାଧାପ୍ରାପ୍ତ ହେବା ଆଶଙ୍କା ଥିବା କହିଛନ୍ତି। ମୋଦି ସରକାର ବର୍ଷେ ପୂରଣ କରିବାକୁ ଯାଉଥିବା ବେଳେ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସୌରୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ବିଜେପି ସଭାପତି ଅମିତ୍ ଶାହଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

ତେବେ ଏହି ବରିଷ୍ଠ ନେତା ମୋଦିଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିବା ସହିତ ବୈଦେଶିକ ନୀତି କ୍ଷେତ୍ରରେ ମିଳିଥିବା ସଫଳତାକୁ ପ୍ରଶଂସା କରିଛନ୍ତି।
ଗତ ବର୍ଷ ମୋଦି ସରକାର ଗଠନ ବେଳେ ସୌରୀ ଅର୍ଥମନ୍ତ୍ରୀ ହେବା ନେଇ ଜୋର ଚର୍ଚ୍ଚା ହୋଇଥିଲା। ତେବେ ତାଙ୍କୁ ଅର୍ଥମନ୍ତ୍ରୀ ପଦ ଦିଆଯାଇନଥିଲା। ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ବି ସରକାର ତାଙ୍କୁ ବସାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story