ମୋହାଲି ବିମାନ ବନ୍ଦରକୁ ନେଇ ପଞ୍ଜାବ ଓ ହରିୟାଣା ସରକାର ମୁହାଁମୁହିଁ

ମହାଲି: ଚଣ୍ଡୀଗଡ଼ ବିମାନ ବନ୍ଦର ନାଁକୁ ନେଇ ହରିୟାଣା ଓ ପଞ୍ଜାବ ସରକାର ମୁହାଁମୁହିଁ ହୋଇଛନ୍ତି। ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ପଞ୍ଚାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ୍‌ଙ୍କୁ ଏକ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଗତକାଲିଠାରୁ ଏହି ବିମାନ ବନ୍ଦରରୁ ଇଣ୍ଟରନ୍ୟାସନାଲ୍‌ ବିମାନ ସେବା ଆରମ୍ଭ ହୋଇଛି। ବିମାନ ବନ୍ଦର ନିକଟରେ ପଞ୍ଜାବ ସରକାର ବିଜ୍ଞାପନରେ ଚଣ୍ଡୀଗଡ଼ ବଦଳରେ ମୋହାଲି ବିମାନ ବନ୍ଦର ଲେଖିବାକୁ ନେଇ ହରିୟାଣା ସରକାର କ୍ଷୋଭ ପ୍ରକାଶ […]

mohali-airport

mohali-airport

Rakesh Mallick
  • Published: Friday, 16 September 2016
  • Updated: 16 September 2016, 08:47 PM IST

Sports

Latest News

ମହାଲି: ଚଣ୍ଡୀଗଡ଼ ବିମାନ ବନ୍ଦର ନାଁକୁ ନେଇ ହରିୟାଣା ଓ ପଞ୍ଜାବ ସରକାର ମୁହାଁମୁହିଁ ହୋଇଛନ୍ତି। ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ପଞ୍ଚାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ୍‌ଙ୍କୁ ଏକ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଗତକାଲିଠାରୁ ଏହି ବିମାନ ବନ୍ଦରରୁ ଇଣ୍ଟରନ୍ୟାସନାଲ୍‌ ବିମାନ ସେବା ଆରମ୍ଭ ହୋଇଛି।

ବିମାନ ବନ୍ଦର ନିକଟରେ ପଞ୍ଜାବ ସରକାର ବିଜ୍ଞାପନରେ ଚଣ୍ଡୀଗଡ଼ ବଦଳରେ ମୋହାଲି ବିମାନ ବନ୍ଦର ଲେଖିବାକୁ ନେଇ ହରିୟାଣା ସରକାର କ୍ଷୋଭ ପ୍ରକାଶ କରିଛନ୍ତି। ଖଟ୍ଟର କହିଛନ୍ତି,“ବର୍ତ୍ତମାନ ଯାଏଁ କେନ୍ଦ୍ର ସରକାର ବିମାନ ବନ୍ଦରର ନାମ ସ୍ଥିର କରିନାହାନ୍ତି। ଏବେଠାରୁ ପଞ୍ଜାବ ସରକାର ନିଜର ହକ୍‌ ଦାବି କରିବା ଉଚିତ ନୁହଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story