ଏମିତି ନାରକୀୟ ଢଙ୍ଗରେ ମୋହିତଙ୍କୁ କରାଯାଇଥିଲା ହତ୍ୟା

ନୂଆଦିଲ୍ଲୀ: ନିକଟରେ ଜଣେ ଟିକ୍‌ଟକ୍‌ ସେଲିବ୍ରେଟି ମୋହିତ୍ ମୋରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନଜଫଗଢ ଅଞ୍ଚଳରେ ରହୁଥିବା ମୋହିତ୍‌ଙ୍କ ହତ୍ୟାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିପାଇଁ ଶନିବାର ଦିନ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ପୁଲିସ୍ । ଏବେ ଏହି ହତ୍ୟାର କାରଣ ମଧ୍ୟ ସାମ୍ନାକୁ ଆସିଯାଇଛି । ପୁଲିସ୍‌ର କହିବା ଅନୁଯାୟୀ, ସମ୍ପତ୍ତି ବିବାଦକୁ ନେଇ ମୋହିତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କୁହାଯାଉଛି ଲକ ଗ୍ୟାଙ୍ଗର […]

mohit-mor-muder

mohit-mor-muder

Biswobandita Swain
  • Published: Monday, 27 May 2019
  • Updated: 27 May 2019, 02:55 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଜଣେ ଟିକ୍‌ଟକ୍‌ ସେଲିବ୍ରେଟି ମୋହିତ୍ ମୋରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନଜଫଗଢ ଅଞ୍ଚଳରେ ରହୁଥିବା ମୋହିତ୍‌ଙ୍କ ହତ୍ୟାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିପାଇଁ ଶନିବାର ଦିନ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ପୁଲିସ୍ । ଏବେ ଏହି ହତ୍ୟାର କାରଣ ମଧ୍ୟ ସାମ୍ନାକୁ ଆସିଯାଇଛି ।

ପୁଲିସ୍‌ର କହିବା ଅନୁଯାୟୀ, ସମ୍ପତ୍ତି ବିବାଦକୁ ନେଇ ମୋହିତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କୁହାଯାଉଛି ଲକ ଗ୍ୟାଙ୍ଗର ସଦସ୍ୟ ମଙ୍ଗୁ ମୋହିତଙ୍କ ଏକ ଫ୍ଲାଟ୍‌ରେ ୩୦ ଲକ୍ଷ ଟଙ୍କା ନିବେଶ କରିଥିଲେ , କିନ୍ତୁ ସେ ମରିଗଲେ । କିନ୍ତୁ ଏହା ପରେ ଗ୍ୟାଙ୍ଗ୍‌  ଲୋକ ତଥା ମଙ୍ଗୁର ସାଥି ୩୦ ଲକ୍ଷ ଟଙ୍କା ମାଗିବାରୁ ମୋହିତ୍ ଦେବାକୁ ମନା କରି ଦେଇଥିଲେ । ଏହି କାରଣରୁ ତାଙ୍କୁ ମାରି ଦିଆଗଲା ।

ପୁଲିସ୍ ଯେଉଁ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ସେ ହେଉଛି ସେହି ଗ୍ୟାଙ୍ଗର ସଦସ୍ୟ । ମୋହିତଙ୍କୁ ଏହି ଗ୍ୟାଙ୍ଗ ତରଫରୁ ଦୁଇଥର ଟଙ୍କା ମଗାଯାଇଥିଲା କିନ୍ତୁ ସେ ଟଙ୍କା ଦେବାକୁ ମନା କରିବା ସହ ମାରପିଟ୍ କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଗ୍ୟାଙ୍ଗ୍ ଲୋକମାନେ ମିଶି ମୋହିତ୍‌ଙ୍କୁ  ଗୁଳି ମାରି ହତ୍ୟା କରିଥିଲେ । ତେବେ ଯେଉଁ ପିଲାଟିକୁ ପୁଲିସ୍ ଗିରଫ କରିଛି ଉକ୍ତ ପିଲାଟି ବାହାରେ ପହରା ଦେବାର କାମ କରୁଥିଲା ଏବଂ ଅନ୍ୟ ସଦସ୍ୟ ମୋହିତଙ୍କୁ ଗୁଳି ମାରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story