ଜମାତ୍‌ ମୁଖ୍ୟଙ୍କ ନାମରେ ମନି ଲଣ୍ଡରିଂ ମାମଲା

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ସଂଗଠନ ତବଲିଗି ଜମାତ୍‌ର ମୁଖ୍ୟ ମୌଲାନା ସାଦ୍‌ କନ୍ଧାଲୱିଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମୌଲାନାଙ୍କ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଭାରତର ସବୁଠାରୁ ବଡ଼ କରୋନା କ୍ଲଷ୍ଟର ପାଲଟିଛି। ଗତମାସରେ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏହା ପୂର୍ବରୁ ତାଙ୍କ ନାମରେ ପୁଲିସ୍‌ ମଧ୍ୟ ମାମଲା ରୁଜୁ କରିଥିଲା। ଏହା କରୋନା ବ୍ୟାପିବା ସମ୍ପର୍କିତ ଥିଲା। ସେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ଥିବା ‘ମର୍କାଜ୍‌’ରେ ଏକ […]

saad

saad

Subrat Kumar Nayak
  • Published: Thursday, 16 April 2020
  • Updated: 16 April 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ସଂଗଠନ ତବଲିଗି ଜମାତ୍‌ର ମୁଖ୍ୟ ମୌଲାନା ସାଦ୍‌ କନ୍ଧାଲୱିଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମୌଲାନାଙ୍କ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ଭାରତର ସବୁଠାରୁ ବଡ଼ କରୋନା କ୍ଲଷ୍ଟର ପାଲଟିଛି। ଗତମାସରେ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା।

ଏହା ପୂର୍ବରୁ ତାଙ୍କ ନାମରେ ପୁଲିସ୍‌ ମଧ୍ୟ ମାମଲା ରୁଜୁ କରିଥିଲା। ଏହା କରୋନା ବ୍ୟାପିବା ସମ୍ପର୍କିତ ଥିଲା। ସେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ଥିବା ‘ମର୍କାଜ୍‌’ରେ ଏକ ବୃହତ୍‌ ଏକତ୍ରିକରଣ ଆୟୋଜନ କରିଥିବାରୁ ଏପରି ସ୍ଥିତିର ସାମ୍ନା କରୁଛନ୍ତି। ଇଡି ଆଜି ମୌଲାନା ସାଦ୍‌ଙ୍କ ସମେତ ତାଙ୍କ ସହ ଜଡ଼ିତ ଟ୍ରଷ୍ଟଗୁଡ଼ିକ ନାମରେ ମାମଲା କରିଛି।

ପୁଲିସ୍‌ ଏହି ମର୍କାଜ୍‌କୁ ସିଲ୍‌ କରିବା ସହ ବିଭିନ୍ନ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ସହ ଭାରତୀୟ ଅନୁଗାମୀମାନଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଇଥିଲା। ଏଥିରେ ଇଣ୍ଡୋନେସିଆ, ମାଲେସିଆ ଏବଂ ବାଂଲାଦେଶ ଆଦିରୁ ଆସିଥିବା ବିଦେଶୀ ମଧ୍ୟ ଥିଲେ। ଅନ୍ୟପକ୍ଷରେ ଘରକୁ ଫେରି ସାରା ଦେଶରେ ବିଭିନ୍ନ ସ୍ଥାନରେ ଥିବା ଜମାତିଙ୍କୁ ଧରି କରୋନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବେଶ କିଛି ଜଣଙ୍କ ନମୁନା ପଜିଟିଭ୍‌ ଆସିଥିଲା।

ସୂଚନାଯୋଗ୍ୟ ଯେ, ତବଲିଗି ସର୍ବବୃହତ ସୁନ୍ନ ମୁସଲିମ୍ ସଂଗଠନ। ଏହାର ଅନୁଗାମୀ ୮୦ ଦେଶରେ ଅଛନ୍ତି। କର୍ତ୍ତୃପକ୍ଷ କହିବା ଅନୁଯାୟୀ, ମାର୍ଚ୍ଚ ମାସର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୩୦୦୦ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story